Odisha news

ଲୋକସଭା ବାଚସ୍ପତି ଶ୍ରୀ ଓମ୍‍ ବିର୍ଲା ଚଳିତ ମାସ ୨୧ ତାରିଖ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନ୍‍ଫେରେନ୍‍ସିଂ ମାଧ୍ୟମରେ ଆଲୋଚନା କରିବୋ , ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅଂଶଗ୍ରହଣ

0

ଭୁବନେଶ୍ୱର : ୧୭ ଅପ୍ରେଲ,୨୦୨୦ : ଲୋକସଭା ବାଚସ୍ପତି ଶ୍ରୀ ଓମ୍‍ ବିର୍ଲା ଚଳିତ ମାସ ୨୧ ତାରିଖ ପୂର୍ବାହ୍ନ ୧୧ ଘଟିକା ବେଳେ
ଦେଶର ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନ୍‍ଫେରେନ୍‍ସିଂ ମାଧ୍ୟମରେ ଆଲୋଚନା କରିବୋ ଏହି ଆଲୋଚନାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅଂଶଗ୍ରହଣ କରିବୋ ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‍ଆଇସି)ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭିଡ଼ିଓ କନ୍‍ଫେରେନ୍ସିଂରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀମତୀ ସରିତା ସାହୁ ଓ ନୋଡାଲ୍‍ ଅଫିସର ତଥା ବିଧାନସଭାର ଯୁଗ୍ମ ସଚିବ (ଡିବେଟ୍‍) ଶ୍ରୀ ସରୋଜ କୁମାର ମହାନ୍ତି ଉପସ୍ଥିତ ରହିବୋ ଏହି ମର୍ମରେ ଲୋକସଭା ସ୍ଥିତ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ପ୍ରକୋଷ୍ଠରୁ ନିର୍ଦ୍ଦେଶନାମା ଆସିଛିା

Govt
Leave A Reply