ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କାମାର୍ଦ୍ଧ ଗ୍ରାମ ପଞ୍ଚାୟତ ରେ COVID-19 ସ୍କ୍ରୀନିଙ୍ଗ ଓ ଟେଷ୍ଟିଙ୍ଗ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଯାଇଛି l ପଞ୍ଚାୟତ ର 17 ଟି ଗ୍ରାମ କାମାର୍ଦ୍ଧ , ଉଳିଗୁଞ୍ଜର , କୁଟ୍ରୁମୁଣ୍ଡୀ , ଗନ୍ଧର ବାରୁ, ମୁଣ୍ଡାଗାଁ, ମାସ୍କାଗୁଡ଼l, ପିପଲ ପଡା, Madangdani, kurlubhata, ଟୁରି ବକଟି ,ବକଟି i, ଧାମନ କଟା, ଓ ଅନାଜୋର ଗ୍ରାମ ର 1133 ଟି ପରିବାର ର ସମୁଦାୟ 4538 ଜଣଙ୍କର ପରୀକ୍ଷା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସମୁଦାୟ 13 ଜଣ ଶିକ୍ଷକ, 10 ଜଣ ଅଙ୍ଗନବାଡି କର୍ମୀ, 3 ଜଣ ଆଶା କର୍ମୀ, 3 ଜଣ ANM, ଜଣେ ନୋଡାଲ ଅଫିସର କାମାର୍ଦ୍ଧ RI ଗଣେଶ୍ୱର ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ GAURANGA MAJHI, LEPROCY SUPER VISOR ଦିବାକର ପଧାନ ତଥା ସୁପର ବାଇସିଙ୍ଗ ଦାୟିତ୍ୱ ରେ ଲାଞ୍ଜିଗଡ ତହସିଲଦାର ଶ୍ରୀଯୁକ୍ତ MUNINDRA HONANGA ନିୟୋଜିତ ହୋଇଥିଲେ I
ଶିକ୍ଷକ ମାନଙ୍କ ମଧ୍ୟରୁ ବିଭୁତି ଭୂଷଣ ହରିଜନ ନିରାକାର ସାହୁ, ଝସକେତନ ବୁଦ୍ଧିଆ, ଭବାନୀ ଶଙ୍କର ବାରିକ, ପ୍ରମୋଦ କୁମାର ସାହୁ, ପ୍ରକାଶ ଚନ୍ଦ୍ର ପଧାନ, ତୁଳସୀ ରାମ ପଧାନ, ଭିକାରି ହରିଜନ, ବିଷ୍ଣୁ ନାରାୟଣ ଭଞ୍ଜ, bhodeba ନିଆଲ ତଥା ଶିକ୍ଷୟିତ୍ରୀ ସୌଦାମିନୀ ପଧାନ, ନିରୁପମା ସାହୁ, ସଂଗୀତା ମିଶ୍ର, ଅଙ୍ଗନବାଡି କର୍ମୀ ଉକିଆ ଝାଙ୍କର, ହୀରାମଣି samad, ଶ୍ରୀଦେବୀ ମାଝୀ, ପ୍ରମୋଦଦିନି ବୁଦ୍ଧିଆ, ଉର୍ମିଳା ହରିଜନ, Maharagi ଭୋଇ, ମଞ୍ଜୁ ପନ୍ଦର, ଡାଳିମ୍ବ ପ୍ରଧାନୀ, ବିଜୁଳି ଧାରୁଆ, ଶ୍ରୀମତୀ bhoi, ଆଶା କର୍ମୀ ଚମ୍ପା କୁମାର, ରତନି ଛତ୍ରିଆ, ପିଙ୍କି ନାଗ, ସଚଲା ବାଗ, ANM ଦେବକୀ ପଧାନ, Jimita ବିଶ୍ଵାଳ, ଭବାନୀ ମହାରଣା ନିୟୋଜିତ ହଇଥିଲେ l ପରୀକ୍ଷାରେ ଜଣେ ମଧ୍ୟ positive ବାହାରି ନଥିବା ଜଣା ପଡିବl ପରେ ପଞ୍ଚାୟତ ବାସୀ ଆଶ୍ୱସ୍ତ ହୋଇଥିଲେ l