କୁଲାଡ : ଗଂଜାମ ଜିଲ୍ଲାର ,କୁଲାଡ ଠୀରେ ଅବସ୍ଥିତ ୟୁନିୟନ ବ୍ୟାଙ୍କ ର ୧୦୪ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କ୍ ପରିସରରେ ମିଳିତ ଭାବେ କେକ କାଟି ବହୁ ଆନନ୍ଦ ଓ ଉତ୍ସାହ ର ସହ ଧୁମ୍ ଧାମରେ ପାଳନ କରାଯାଇଛି, ଏହି ଉତ୍ସବରେ ବ୍ୟାଙ୍କ ପରିଚାଳକ ମନୋଜ କୁମାର ନାୟକ ଅଫିସର ବରୁଣ କୁମାର , ସହକର୍ମୀ ଜ୍ୟୋତିର୍ମୟୀ ହେମ୍ରମ ଧୋବା ମଲିକ ଶ୍ୟାମ ଡାକୁଆ ଶିବପ୍ରସାଦ ଡାକୁଆ ଓ ସିକୁରିଟି ଗାର୍ଡ ଆକୁଳ ନାୟକୟଙ୍କ ସମେତ ବହୂ ବ୍ୟାଙ୍କ୍ ଗ୍ରାହକ ଉପସ୍ଥିତ ,ଥିଲେ,