Odisha news

କିଡ଼ନୀ ଉପରେ ଦିନ ରାତି ପ୍ରେସର ପକାଇ ଥାଏ ଏହି ୧୦ ଟି ଖରାପ ଅଭ୍ୟାସ , ନଷ୍ଟ କରି ଦେଇଥାଏ ଶରୀର ର RO ଫିଲଟର

0

ଆଜିକାଲି ପ୍ରତ୍ୟେକ ଘରେ RO ଫିଲଟର ଦେଖିବାକୁ ମିଳୁଛି l ଏହି ମେସିନ ପାଣି ରୁ ଦୁଷିତ ଓ ବିଶାକ୍ତ ଦୂର କରିଥାଏ l ଠିକ ସେହିଭଳି କିଡ଼ନୀ ମଧ୍ୟ RO ଫିଲଟର ଭଳି କାର୍ଯ୍ୟ କରିଥାଏ l ରକ୍ତରେ ଥିବା ବିଷାକ୍ତ ଓ ଅପସିଷ୍ଟ ପଦାର୍ଥ କୁ ବାହାର କରି ରକ୍ତକୁ ସୁଧ କରିଥାଏ l

କିନ୍ତୁ କିଛିଟା ଏଭଳି କିଛି ଅଭ୍ୟାସ ଥାଏ ଯାହା କିଡ଼ନୀ ଉପରେ ପ୍ରେସର ପକାଇ ଥାଏ l
* କିଡ଼ନୀ ପାଇଁ ବ୍ଲଡ଼ ସୁଗାର ଓ ବ୍ଲଡ଼ ପ୍ରେସର ବଢିବା ଖୁବ କ୍ଷତି କାରକ l ଆମେରିକା ଡାଇବିଟିକ ଅଶୋସିଏସନ ର ମତ ଅନୁସାରେ ଏହି ୨ ସ୍ଥିତି ଧମନୀ କୁ ଦୁର୍ବଳ କରି କିଡ଼ନୀ ଉପରେ ପ୍ରେସର ପକାଇ ଥାଏ l

* କିଛି ଔଷଧ କିଡ଼ନୀ ଖରାପ ହେବାର କାରଣ ହୋଇଥାଏ l ଏଥରେ ପେନ କିଲର ଓ ଆଣ୍ଟି ବାୟଟିକ ସବୁଠୁ ଉର୍ଧ୍ଵରେ l ତେଣୁ ଏହି ୨ ଟି ଔଷଧ କୁ ଆବଶ୍ୟକତା ଠାରୁ ଅଧିକ ସେବନ କରନ୍ତୁ ନାହିଁ l

* ଯେତେବେଳେ କିଡ଼ନୀ ଖରାପ ହୋଇ ଯାଇଥାଏ ସେତେବେଳେ ଅପସିଷ୍ଟ ପଦାର୍ଥ କୁ ଠିକ ରେ ବାହାର କରିପାରି ନଥାଏ l ଯାହାଦ୍ୱାରା ୟୁରୀନାରୀ ଟ୍ରାକ ଇନଫେକ୍ସନ ଓ କିଡ଼ନୀ ଷ୍ଟୋନ ହୋଇଥାଏ l ତେଣୁ କିଡ଼ନୀ ଉପରେ ପ୍ରଭାବ ପଡିଥାଏ l

* ସ୍ମୋକିଙ୍ଗ ଦ୍ୱାରା ହାଇ ବ୍ଲଡ଼ ପ୍ରେସର ଓ ହାଇ ବ୍ଲଡ଼ ସୁଗାର ସମସ୍ୟା ହୋଇଥାଏ l ଏହି ୨ ଟି ଜିନିଷ କିଡ଼ନୀ ଡିଜିଜ ର ମୁଖ୍ୟ କାରଣ ଅଟେ l ଅତ୍ୟଧିକ ମଦ୍ୟପାନ କିଡ଼ନୀ କୁ ପ୍ରଭାବିତ କରିଥାଏ l

* କିଡ଼ନୀ ଠିକ ଭାବରେ କାର୍ଯ୍ୟ କରିବା ପାଇଁ କିଡ଼ନୀ କୁ ପାଣି ର ଆବଶ୍ୟକତା ରହିଛି l କମ ପାଣି ପିଇବା ଦ୍ୱାରା କିଡ଼ନୀ ଡ୍ୟାମେଜ ହୋଇଥାଏ l ଯାହାଦ୍ୱାରା କିଡ଼ନୀ ଉପରେ ପ୍ରେସର୍ ପଡିଥାଏ l

* କିଡ଼ନୀ କୁ ସୁସ୍ଥ ରଖିବା ପାଇଁ ଏହିସବୁ କଥାକୁ ଧ୍ୟାନ ଦେବା ସହ ସନ୍ତୁଳିତ ଆହାର ଓ ଉଚିତ ମାତ୍ରାର ପାଣି ପିଇବା ନିହାତି ଜରୁରୀ ଏବଂ ଖରାପ ଅଭ୍ୟାସ ଦୂର କରିବା ଆବଶ୍ୟକ l

Leave A Reply