Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁନି ଭିନ୍ନକ୍ଷମଙ୍କୁ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ନିକିରାଇ ଅଂଚଳର ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମିଳୁନଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ଅଭିଯୋଗ କାରୀ ହେଲେ ନିକିରାଇ ମଠସାହୀ ଗ୍ରାମର ଅକ୍ଷୟ କୁମାର ମହାନ୍ତି ।

ପ୍ରମାଣ ପତ୍ର ହାସଲ କରିବା ସହ ଆବାସ ଯୋଜନାରେ ଗୃହ ପାଇବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ପାଖରେ ଓ ପଂଚାୟତରେ ଆବେଦନ କରିଥିଲେ । ମାତ୍ର ଚଂଚକତା କରି ତାଙ୍କ ଆବେଦନକୁ ଅଣଦେଖା କରାଯାଉ ଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Leave A Reply