Odisha news

କରୋନା ଭାଇରସ୍‌: ସଚେତନତା ବାର୍ତ୍ତା ବିଶିଷ୍ଟ ନୃତ୍ୟ ଭିଡିଓ ଭାଇରାଲ୍‌, ପ୍ରଶଂସା କଲା ୟୁନିସେଫ୍‌

0

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ୍‌ ଥମିବାର ନାଁ ଧରୁନି। ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ଏହି ମହାମାରୀ ଭାଇରସ୍‌। ଏବେ ସୁଦ୍ଧା ଭାରତରେ ସମୁଦାୟ ୨୮ ଜଣ କରୋନା ଆକ୍ରାନ୍ତଙ୍କୁ ଚହ୍ନଟ କରାଯାଇଛି। ଗତ ଦୁଇ ଦିନ ଭିତରେ କେବଳ ଭାରତରେ ୧୯ ଜଣଙ୍କ ଭିତରେ କରୋନା ଭାଇରସ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ ହୋଇଥିବା ବେଳେ ଆଉ ବାକି ସବୁ ଇଟାଲିର ନାଗରିକ ବୋଲି ଜାଣିବାକୁ ମିଳିଛି।

UNICEF

@UNICEF

We love this handwashing dance from Vietnamese dancer, Quang Đăng.

Washing your hands with soap and water is one of the first steps to protect yourself from .

Embedded video

1,088 people are talking about this

ପୂରା ବିଶ୍ବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଉଛି। କରୋନା ଭାଇରସ୍‌ରୁ ନିଜକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ବି ଅବଲମ୍ବନ କରୁଛନ୍ତି ଲୋକେ। ତେବେ, ଏ ନେଇ ଦୁଇ ଜଣ ପିଲା ନୃତ୍ୟ ପ୍ରଦର୍ଶନ କରି ସଚେତନତା ବାର୍ତ୍ତା ପ୍ରଦାନ କରୁଥିବାର ଏକ ଭିିଡିଓ ଦେଖିବାକୁ ମିଳିଛି। ୟୁନିସେଫ୍‌ ଏହି ନୃତ୍ୟ ଭିଡିଓକୁ ପସନ୍ଦ କରିଛି। ଭିଡିଓରେ ଦୁଇ ଜଣ ପିଲା ହାତ ଧୋଇବା ବାର୍ତ୍ତା ଦେଇ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛନ୍ତି।

UNICEF

@UNICEF

We love this handwashing dance from Vietnamese dancer, Quang Đăng.

Washing your hands with soap and water is one of the first steps to protect yourself from .

Embedded video

Sara Peltola@Sara_Peltola

But but… He is touching his face before washing the hands 😱

See Sara Peltola’s other Tweets
ଭିଡିଓଟି ଟିକ୍‌ଟକ୍‌ରେ ଭାଇରାଲ୍‌ ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳି ସାରିଲାଣି। ସଂକ୍ରମଣରୁୁ ନିଜକୁ ବଞ୍ଚାଇ ରଖିବା ପାଇଁ ଏପରି ନିଆରା ପ୍ରୟାସକୁ ବହୁ ପ୍ରଶଂସା ମିଳିଛି। ଏବେ ସୁଦ୍ଧା ଭିଡିଓଟିର ୫୧୦୦୦ ଭିୟୁ ହୋଇ ସାରିଲାଣି।
Leave A Reply