Odisha news

ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସ୍ୱତନ୍ତ୍ର  ଶିତକାଳୀନ ଶିବିର

0
କାକଟପୁର 23/1 କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରୀଗାଁ ପ୍ରାଚୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସ୍ୱତନ୍ତ୍ର ଶୀତକାଳୀନ ଶିବିର, ଜାତୀୟ ସେବା ଯୋଜନା (NSS CO-UNIT) ସ୍ଥାନୀୟ
ଜଳେଶ୍ଵରପଡା ପଞ୍ଚାୟତ ଶୁକପୋଖରୀ ସତ୍ୟନାରାୟଣ ୟୁଥ କ୍ଳବ ପରିସର ରେ ଉଦଘାଟିତ ହୋଇଯାଇଛି l ଉଦଘାଟନ ଦିବସରେ ପ୍ରାଚୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର (LOGIC) ତର୍କଶାସ୍ତ୍ର ର ଅଧ୍ୟାପକ ସୁରେନ୍ଦ୍ର କୁମାର ମାଣିକ, (NSS CO-UNIT) ର ପୋଗ୍ରାମ ଅଫିସର ଅଧ୍ୟାପକ ଉମା ଶଙ୍କର ନାୟକ ଯୋଗ ଦେଇ (NSS) ର ଗୁରୁତ୍ୱ ଉପରେ ସ୍ଵେଛାସେବୀ ମାନଙ୍କୁ ବୁଝାଇଥିଲେ l ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ l ଏହି ଶିବିର ସାତ ଦିନ ବ୍ୟାପି ଚାଲୁ ରହିବ ବୋଲି ଅଧ୍ୟାପକ ଶ୍ରୀ ନାୟକ ଜଣାଇଛନ୍ତି l
Govt
Leave A Reply