Odisha news

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ଵଶୁର ଙ୍କୁ ବିବାହ କଲେ ମହିଳା , କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

0
ନୂଆଦିଲ୍ଲୀ : କୁହାଯାଏ ଯେ ଯୋଡି ଉପରୁ ତିଆରି ହୋଇ ଆସିଥାଏ । କିନ୍ତୁ ଅଧିକାଂଶ ସମୟ ଏହା ଏପରି ଘଟିଥାଏ ଯାହା ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଥାଏ । ଜଣେ ମହିଳା ନିଜ ସ୍ବାମୀ ଙ୍କୁ ଛାଡପତ୍ର ଦେଇ ସାବତ ଶ୍ଵଶୁର ଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ମଧ୍ୟରେ ପାଖାପାଖି ୩୦ ବର୍ଷ ର ପାର୍ଥକ୍ୟ ରହିଛି । କିନ୍ତୁ ଉଭୟ କହିଛନ୍ତି ଯେ ଏହି ପରିସ୍ଥିତି ତାଙ୍କୁ ପ୍ରଭାବିତ କରୁ ନାହିଁ । ଉଭୟ ମଧ୍ୟ ଗୋଟିଏ ସନ୍ତାନ ର ମାତାପିତା ଅଟନ୍ତି ।
ଉକ୍ତ ମହିଳା ଙ୍କ ନାମ ଏରିକା । ଏରୀକା ବିବାହ କରିଛନ୍ତି ଜେଫ ଙ୍କୁ । ଯେଫ୍ ଙ୍କ ବୟସ ୬୦ ବର୍ଷ ଓ ଏରୀକା ଙ୍କ ବୟସ ୨୯ ବର୍ଷ । ଏରୀକା ଙ୍କ ସାଙ୍ଗ ଥିଲେ ଜେଫ୍ ଙ୍କ ସାବତ ଝିଅ ଙ୍କ ସହିତ ବନ୍ଧୁତା ଥିଲା । ଏହାପରେ ସେ ଯେଫ ଙ୍କ ସାବତ ପୁଅ ଜଷ୍ଟିସ ସହିତ ତାଙ୍କର ସାକ୍ଷାତ ହୋଇଥିଲା ଓ ଉଭୟ ବିବାହ କରିବାର ନିଷ୍ପତି ନେଇଥିଲେ । ଏରୀକା କହିଛନ୍ତି ସେତେବେଳେ ତାଙ୍କର ଯେଫ୍ ଙ୍କ ପ୍ରତି କୌଣସି ଫିଲିଂସ୍ ନଥିଲା । ଯେବେ ସେ ଜଷ୍ଟିସ ଙ୍କୁ ଛାଡପତ୍ର ଦେଲେ ତାଙ୍କର ଜିଫ୍ ଙ୍କ ପ୍ରତି ଦୁର୍ବଳତା ଆସିଲା ଓ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେଲେ ।
Leave A Reply