Odisha news

ତଳିହା ପଞ୍ଚାୟତର ବିରଷ୍ଠ ସମାଜସେବୀଙ୍କ ଏକାଦଶାହ

0

ଯାଜପୁର :ଯାଜପୁର ଜିଲ୍ଲା ରାମବାଗ ସ୍ଥିତ ତଳିହା ଜେନା ସାହିର ନରହରି ଜେନା, ସେ ଜଣେ ପରୋପକାରୀ, ମିଷ୍ଟଭାଷି, ସମାଜସେବୀ ଭାବେ ବେଶ ଜଣାଶୁଣା, ଗତ ଅଗଷ୍ଟ ପାଞ୍ଚ ତାରିଖରେ ହୃଦଘାତରେ ତାଙ୍କର ମୃତୁ୍ୟ ଘଟିଥିଲା । ସେ ଜମିଦାର ପରିବାରରେ ୧୫.୦୪.୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ମୃତୁ୍ୟ ଖବର ପାଇ କରୋନା ସମୟରେ ହଜାର ହଜାର ଲୋକ ରୁଣ୍ଡ ହୋଇ ତାଙ୍କର ପ୍ରିୟ ସମାଜସେବୀଙ୍କୁ ବିଦାୟ ଦେଇଥିଲେ ।

ସେ ରାମବାଗ ସ୍ଥିତ କେ.ସି.ଜେନା ଏମି.ସ୍କୁଲର ପ୍ରତିଷ୍ଠାତା ଓ ପୂର୍ବତନ ସମ୍ପାଦକ ତାଙ୍କର ବଡ଼ ପୁଅ ସୁରେଶ କୁମାରେ ଜେନା ମୁଖାଗ୍ନ ଦେଇଥିଲେ, ମୃତୁ୍ୟ ସମୟରେ ତାଙ୍କର ପୁଅ ବୋହୂ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କର ଏକାଦାଶହ ନିମନ୍ତେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରକାଶ ଦାସ ସୋକବ୍ୟକ୍ତ କରିଥିଲେ

Leave A Reply