ଇନ୍ଫୋସିସି ଓ ଟାଟା କନସଲଟେନ୍ସି ସର୍ଭିସ ଭଳି ଅଦାନୀ ଗ୍ରୁପ ମଧ୍ୟ ନୋଏଡାରେ ଉଦ୍ୟୋଗ ସ୍ଥାପନା କରି କର୍ମ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି
ନୂଆଦିଲ୍ଲୀ :ଭାରତର ଦ୍ଵିତୀୟ ସବୁଠୁ ବଡ ସଫ୍ଟୱୟାର ସେବା ଯୋଗାଉ ଥିବା ଇନଫୋସିସ ନିଜର ନିଯୁକ୍ତି ଯୋଜନା ଅନୁସାରେ ଭାରତ ଓ ବିଦେଶର କଲେଜ ଗୁଡିକର ୨୬ ହଜାର ଫ୍ରେଶର ଙ୍କୁ ନିଯୁକ୍ତି ଦିଆଯିବ l ତା ସହିତ ଆର୍ଥିକ ବର୍ଷ ୨୦୨୧ ପାଇଁ ମୂଲ୍ୟ ପ୍ରାୟ ନିର୍ଧାରିତ ହୋଇ ଅଧି ୨ ଗୁଣ ହୋଇ ୧୫ ପ୍ରତିଶତ ହୋଇଯାଇଛି l କମ୍ପାନୀର ମୁଖ୍ୟ ଚିଫ ଅପରେଟର ପ୍ରବୀଣ କୁମାର ରାଓ ଏହି ବିଷୟରେ ସୂଚନା ଦେଇ କହିଛନ୍ତି କମ୍ପାନୀ ନିଜର କର୍ମଚାରୀ ମାନଙ୍କୁ ବିଶେଷ ସୁବିଧା ଦେବାକୁ ଚାହୁଁଚି ,ଯାହା ୨୦୨୧ କୁ ପ୍ରଭାବିତ କରିବ l ଆର୍ଥିକ ବର୍ଷ ୨୧ ରେ କରୋନା ମହାମାରୀ କାରଣରୁ କର୍ମଚାରୀ ମାନଙ୍କର ଦରମା ବୃଦ୍ଧି ଓ ପଦୋନ୍ନତି ରେ ଅସୁବିଧା ସୃଷ୍ଟି ହୋଇଛି l
ସେହିଭଳି ଟାଟା କନସଲଟେନ୍ସି (TCS) ଯିଏ କି ଗତ ବର୍ଷ ପାଖାପାଖି ୪୦ ଲୋକଙ୍କୁ ନିଯୁକ୍ତି ଦେଇଥିଲା ,ଆର୍ଥିକ ବର୍ଷ ୨୦୨୨ ରେ ସାମାନ୍ୟ ଅଧିକ ପଇସା ଦେଇ ନେବ ବୋଲି ଆଶା କରା ଯାଉଛି l ସୁଦୃଢ ଚତୁର୍ଥ ସଂଖ୍ୟା ଘୋଷଣା କାରୀବା ପରେ ପତ୍ରକାର ମାନଙ୍କ ସହିତ କଥାହୋଇ ଭାରତର ସବୁଠୁ ବଡ଼ ସଫ୍ଟୱୟାରସେବା ଏହି ମତ ଦେଇଛି l ଏହା ପୂର୍ବରୁ ହେଉଥିବା ଦାବିକୁ ପୁରାଣ କରିବା ପାଇଁ ଅନେକ ଆହ୍ୱାନର ମୁକାବିଲା କରିବାକୁ ପଡିବ ବୋଲି କୁହାଯାଇଛି l TCS ର ମୁଖ୍ୟ ମାନବ ସଂସାଧନା ଅଧିକାରୀ ମିଲିନ୍ଦ ଲକଡ କହିଛନ୍ତି ଆମର ଅପରେଟିଙ୍ଗ ମଡେଲ ଖୁବ ଭଲ ଅଟେ l ଏହା କ୍ୟାମ୍ପସରୁ ଆସୁଥିବା ଲୋକମାନଙ୍କ ପାଇଁ ଆଧାରିତ l ଆମେ ନୂଆ ପ୍ରତିଭା ମାନଙ୍କର ବିକାଶ ହେଉ ବୋଲି ଚାହୁଁଛୁ l ଏହା ବ୍ୟତୀତ ବର୍ତ୍ତମାନ ରାଷ୍ଟ୍ରୀୟ ପଦୋଉନ୍ନତି ପରୀକ୍ଷା ବର୍ଷରେ ଚାରିଥର କରାଯାଉଛି ,ଯାହା ଦ୍ୱାରା ଆମକୁ ଆବଶ୍ୟକ ପଡିଲେ ଆମେ ଅଧିକ କର୍ମଚାରୀ ନେବାର ଅନୁମତି ରହିଛି l
ଦେଖିବାକୁ ଗଲେ ଇଫୋସିସର CEO ସଲିଳ ପାରେକ କହିଛନ୍ତି ଯେ କମ୍ପାନୀ ନିଜର କର୍ମଚାରୀ ମାନଙ୍କ ପାଇଁ ଡିଜିଟାଲ କାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୋଟିଏ ଏଭଳି ସମୟରେ ଆରମ୍ଭ କରିଛି ,ଯେତେବେଳେ ଡିଜିଟାଲ କାରବାର ଦ୍ୱାରା ଆର୍ଥିକ ବର୍ଷ ୨୦୧୫ ରେ ନିଜର ୫୦ ପ୍ରତିଶତରୁ ଅଧିକ ହିସାବ ରଖ ଯାଇଥିଲା l ବଡ଼ ଡିଲର ଡିମାଣ୍ଡ ଉପରେ ଇନଫୋସିସ ୨୦୧୨ ରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ଡବଲ ରିଭିନିୟୁ ଗାଇଦାନସ ପ୍ରଦାନ କରିଥିଲା l ପରେଖ କହିଛନ୍ତି କ୍ଲାଉଡ଼ ,ଡେଟା ଆନାଲିଟୀକ ଓ ସାଇବର ସୁରକ୍ଷା ସହିତ ଅଧିକାଂଶ ଜିନିଷକୁ ଡିଜିଟାଲ କାରଣ କରାଯିବ l ଯାହା ବାହୁବର୍ଷିୟ ଚକ୍ର ଅଟେ ଏବଂ ଯାହାର ଲାଭ କମ୍ପାନୀ ଉଠାଉଛି l କମ୍ପାନୀ ୨୦୧୧ ରେ ୨୦ ହଜାର କୋଟି ତାଙ୍କର ରାଜସ୍ବ ବୃଦ୍ଧି କରିଥିଲା l ବିତ ବର୍ଷ ପାଇଁ ଏକୁଟିଆ ଡିଜିଟାଲ ରାଜସ୍ବରେ ୨୯.୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଅପରେଟିଙ୍ଗ ମାର୍ଜିନ ୨୪.୫ ପ୍ରତିଶତ ରହିଛି l
TCS ର ମିଲିନ୍ଦ ଲକଡ଼ କହିଛନ୍ତି ବିତ ବର୍ଷର ଅଧିକ ଲାଭ ଦେଖାଯିବ ,କିନ୍ତୁ ପ୍ରଥମ ତିନିମାସ ପର୍ଯ୍ୟନ୍ତ ବି ବିସ୍ତାର କରାଯାଇ ପାରିବ ,ଯାହା ଏହି କଥା ଉପରେ ନିର୍ଭର କରେ ଯେ ଦାବି କିପରି ରହିଛି l ଜାନୁଆରୀ ରୁ ମାର୍ଚ୍ଚ ଅବଧିରେ ସର୍ବ କାଳୀନ ନିମ୍ନତା ଦର ଦେଖାଇବା ପରେ ଆଶା କରାଯାଉଛି ଆସନ୍ତା ତିନିମାସ ପରେ ଏହା ବଢିବ l HR ସ୍ତରରେ TCS ଏକ ଚତୁର୍ଥାଂଶ ନିଜର ଉଚତ୍ତମ ସୁଧ ସହିତ ୧୯,୩୮୮ କର୍ମଚାରୀଙ୍କୁ ନିଜ ସହିତ ଯୋଡ଼ିଛି l ଲକଡ଼ କହିଛନ୍ତି ଯେ କମ୍ପାନୀର କ୍ୟାମ୍ପସରେ ଗତବର୍ଷ ଭଳି ବଢ଼ିଥିବାର କର୍ମ ନିଯୁକ୍ତି ଦେଖା ଦେଇଛି ଓ ବଜାରରୁ ଆମେ ଭଡାରେ ଆଣିବାର କୌଣସି ପଦକ୍ଷପ ଦେଖା ଯାଉନାହିଁ l ଆସୁଥିବା ଆର୍ଥିକ ବର୍ଷ ପାଇଁ ଯୋଜନା ଗୁଡିକ ଉପରେ ତିପାଣି ଦେଇ TCS ର ମୁଖ୍ୟ ଆର୍ଥିକ ଅଧିକାରୀ ରାମକୃଷ୍ଣ କହିଛନ୍ତି ଏହା ସେହିଭଳି ହେବ ଯେଭଳି କମ୍ପାନୀ କରୁଛି l
ଆମେ ଉଦ୍ୟଗିକ ଢ଼ାଞ୍ଚାରେ ନିବେଶ କରିବାକୁ ଜାରି ରଖିବା ଓ ସମ୍ଭବତଃ ବର୍ତ୍ତମାନର ପ୍ରଦ୍ୟଗିକ ପରି ସମ୍ପତି ଭଳି ଯୋଡିବା ,ସଞ୍ଚାର ,ସୁରକ୍ଷା ଓ ଅନ୍ୟ ସମସ୍ତ କାମ ଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ l ଭୌତିକ ସାରାଂଚନାର ଅତିରିକ୍ତ ଆବଶ୍ୟକତାକୁ ଆଧାର କରି ଅଧିକ ଉନ୍ନତ କରାଯିବା ସହିତ ଲାଭ ମିଳିବ ବୋଲି ଆସ କରାଯାଉଛି ,କିନ୍ତୁ ଆମେ ଆଉ କିଛି ସମୟ ଦୃଢ ଦୃଷ୍ଟି କୋଣ ଦ୍ୱାରା ଅପେକ୍ଷା କରିବୁ l TCS କମ୍ପାନୀ ଭଳି ଇନ୍ଫୋସିସି କମ୍ପାନୀ ମଧ୍ୟ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୧୧,୫୦୦ କୋଟି ଟଙ୍କାର ଲାଭାଂଶ ଘୋଷଣା କରିଛି ବୋଲି IT କମ୍ପାନୀ ନିଜର ଗୋଟିଏ ବୟାନରେ କହିଛି l ଆମେରିକାରେ ଭିସା ଧାରକ ମାନଙ୍କ ପାଇଁ ବାଇଡେନ ସାରକଙ୍କ ଦ୍ୱାରା ଗୋଟିଏ ବର୍ଷ ପାଇଁ ବେତନ ବୃଦ୍ଧିରେ ଡେରି ହେବାକୁ ନେଇ ପୁଣି ଆଉଥରେ ଭିସା ଧାରୀଙ୍କୁ ସ୍ୱାଗତ କରାଯାଉଥିବାକୁ ନେଇ ଇନ୍ଫୋସିସିର CEO କହିଛନ୍ତି ଏହା ସମ୍ପୂର୍ଣ ଭାବରେ ନବନିଯୁକ୍ତି ଅଧିକ ଦିଆଯିବ ଉପରେ କେନ୍ଦ୍ର କରାଯାଉଛି l କାରଣ ନବନିଯୁକ୍ତ କର୍ମଚାରୀ ମାନଙ୍କୁ ଏହି ସୁବିଧା ଦେବା ନିହାତି ଆବଶ୍ୟକ l TCS ମଧ୍ୟ ନବନିଯୁକ୍ତି ଉପରେ କେନ୍ଦ୍ରିତ କରାଯିବ ବୋଲି ବିଶେଷ ଗୁରୁତ୍ୱ ଦେଇଛି l
TCS ଓ ଇମ୍ଫୋସିସ ଭଳି ନୋଏଡା ର ୧୩ଟି କମ୍ପାନୀ ଉଦ୍ୟୋଗୀକ କ୍ଷେତ୍ରରେ ଆବଂଟିତ କରାଯାଇଛି l ଯେଉଁଥିରେ ଅଦାନୀ ଏଣ୍ଟରପ୍ରାଇଜେସ ଓ ଡିକ୍ସନ ଟେକ୍ନୋଲୋଜି ସାମିଲ ହୋଇଛନ୍ତି l ଏହି କ୍ଷେତ୍ରରେ ନୋଏଡା ଅଂଚଳରେ ୩ ,୮୭୦ କୋଟି ଟଙ୍କା ନିବେଶ କରିବାର ଅନୁମାନ କରାଯାଉଛି l ଗୋଟିଏ ବୟାନରେ କୁହାଯାଇଛି ଯେ ସେକ୍ଟର ୮୦ ରେ ୩୯ .,୧୪୬ ବର୍ଗ ମିଟର ଜମି ପ୍ରସ୍ତାବିତ ଡାଟା ପାଇଁ ଆବଂଟିତ କର ଯାଇଛି l କମ୍ପାନୀ ପକ୍ଷରୁ ୨୫ ହଜାର କୋଟି ଟଙ୍କାର ନିବେଶ କରାଯିବାର ଆଶା ରଖା ଯାଇଛି l
ମିଳିଥିବା ସୂଚନା ଅନୁସାରେ ୬୦ ଟିରୁ ଅଧିକ ଫାର୍ମ ପାଇଁ ଆବେଦନ ଦିଆଯାଇଛି l ଯେଉଁଥିରେ ୧୩ ଟି କମ୍ପାନୀ ରହିଛି l ଏହା ବ୍ୟତୀତ ଡ଼ିସକସନ ଟେକ୍ନୋଲୋଜି ,ଅଗ୍ରୱାଲ ଆସୋସିଏଟସ ,RFF ମାନୁଫ୍ୟାକଚରିଂ ,ବିବିଟେକ୍ସ , ଅଡୋରିକ୍ସ ,ଇତ୍ୟାଦି ରହିଛି l
ନୋଏଡା ପ୍ରାଧିକରଣ ର CEO ରିତୁ ମାହେଶ୍ୱରୀ ଅନୁମୋଦନ ପରେ ସେକ୍ଟର ୮୦ ରେ ପାଖାପାଖି ୧ ,୯୯ ,୮୪୮ ବର୍ଗ ମିଟରର ଭୂଖଣ୍ଡ ଆବଣ୍ଟିତ କରା ଯାଇଛି l
ଏକ ବିବୃତିରେ କୁହାଯାଇଛି ଯେ ନୋଏଡା ପ୍ରାଧିକରଣ ଏହି ଆବଣ୍ଟନରୁ ୩୪୪ କୋଟି ଟଙ୍କା ଆୟ କରିବାର ଆଶା ରଖିଛି l ଯାହାଦ୍ୱାରା ନୋଏଡା ଅଂଚଳରେ ୩୮୭୦ କୋଟି ଟଙ୍କାର ନିବେଶ କରାଯିବ ଓ ୪୮ ,୫୧୨ ଲୋକଙ୍କୁ ରୋଜଗାର ଦିଆଯିବ l