Odisha news

ଲଘୁଚାପ ବର୍ଷାରେ ଘର ଭୁଷୁଡିଲା

0

ବେତନଟୀ  :  ତିନିଦିନ ହେବ ଲଗାତର ଭାବେ ଲଘୁଚାପ ବର୍ଷା ଲାଗି ରହିଛି । ଏହି ବର୍ଷା ଏବେ ମାଟି  ଓ କଚ୍ଚା ଘର ପାଇଁ ବିପଦ ସୃଷ୍ଟି କରିଛି । ଗତକାଲି ରାତ୍ରୀରେ ବେତନଟୀ ଥାନା ଅଧୀନ ଭୁରୁକୁଣ୍ଡି ଗ୍ରାମର ସୁମିତ୍ରା ବିନ୍ଧାଣୀଙ୍କ ଘରଟି ଭୁଷୁଡି ପଡି ଥିବାର ଜଣା ପଡିଛି ।

ସୁମିତ୍ର ଜଣେ ଅତି ଗରୀବ ମହିଳା ତାଙ୍କର ମାଟି କାନ୍ଥ ଓ ଟାଇଲ ଛପରର ଗୋଟିଏ ଘର ଥିଲା । ଏହି ଘରଟି ଏପରି ଭୁଷୁଡି ପଡିବା ଦ୍ୱାରା ସେ ଓ ତାଙ୍କ ପରିବାର ଭଙ୍ଗା ଘରେ ଆଶ୍ରିତ ହୋଇ ଥିବାର ଜଣା ପଡିଛି

Leave A Reply