Odisha news

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

0
ଫିରିଙ୍ଗିଆ : ଫିରିଙ୍ଗିଆ ଥାନା ଅଂଚଳରେ ଫିରିଙ୍ଗିଆ ବ୍ଲକ ର ଜଣେ ଯୁବକ ପ୍ରଲୋଭନ ଦେଖେଇ ବାରମ୍ବାର ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପରେ ପୀଡ଼ିତା ଗର୍ଭବତୀ ହୋଇଥିଲେ।ଏହା ପରେ ଯୁବକ ତାଙ୍କୁ ଧରାଛୁଆଁଦେଇନଥିଲେ। ସୋମବାର ପୀଡ଼ିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଯୁବକ ନବଜାତ ଶିଶୁ କୁ ଗ୍ରହଣ କରିବା ପାଇଁ ରାଜି ହେଉନ ଥିବା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେନଂ ୨୧୭ ରେଏକ ମାମଲା ରୁଜୁ ହୋଇଥିବା ଥାନା ପକ୍ଷ ରୁ ସୂଚନା ମିଳିଛି।
IEC 2 years
Leave A Reply