ଟ୍ରେନ ସମ୍ଭଧୀୟ ବିଶେଷ ସୂଚନା : ଏଣିକି ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଲକ୍ଷ୍ମୀପୁର ରୋଡରେ ରହଣି କରିବ
18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ 27 ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ 26 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୦୭ଘ.୧୦ମି.ରେ ପହଞ୍ଚି ସକାଳ ୦୭ଘ.୧୨ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ସନ୍ଧ୍ୟା ୮ଘ.୩୦ମି.ରେ ଲକ୍ଷ୍ମୀପୁର ରୋଡରେ ପହଞ୍ଚି ୮ଘ.୩୨ମି.ରେ ଛାଡିବ |
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ରୁ 26 ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ 27 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ଷ୍ଟେସନ ଠାରେ ରହଣି କରିବ | ହାଓଡ଼ାରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୪୦ମି.ରେ ଲକ୍ଷ୍ମୀପୁର ରୋଡ ଠାରେ ପହଞ୍ଚି ଅପରାହ୍ନ ୫ଘ.୪୨ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୮ଘ.୫୦ମି.ରେ ପହଞ୍ଚି ସକାଳ ୮ଘ.୫୨ମି.ରେ ଛାଡିବ |
18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ରୁ 27 ଏପ୍ରିଲ୍ ଠାରୁ ଏବଂ ଜଗଦଲପୁରରୁ 26 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ରହଣି କରିବ | ରାଉରକେଲା ଠାରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୫ଘ.୨୪ମି.ରେ ପହଞ୍ଚି ସକାଳ ୫ଘ.୨୬ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସନ୍ଧ୍ୟା ୬ଘ.୧୦ମି.ରେ ପହଞ୍ଚି ସନ୍ଧ୍ୟା ୬ଘ.୧୨ମି.ରେ ଛାଡିବ |
18514/18513 ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖା