Odisha news

ଗୁଜୁରାଟ ରାଜନୀତି ରେ ଫାଟ : ସମସ୍ତ ୧୬ ମନ୍ତ୍ରୀ ଦେଲେ ମୁଖ୍ୟମନ୍ତ୍ରୀ ଭୂପେନ ପଟେଲ ଙ୍କୁ ଇସ୍ତଫା 

0
ଭାରତୀୟ ଜନତା ପାର୍ଟି ଶାସିତ ଗୁଜୁରାଟ ରେ ସମସ୍ତ ୧୬ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି , ସମସ୍ତ ୧୬ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭୂପେନ ପଟେଲ ଙ୍କୁ ନିଜର ଇସ୍ତଫା ଦେଇଛନ୍ତି l ମିଟିଙ୍ଗ ରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଏହି ସମସ୍ତ ୧୬ ଜଣ ମନ୍ତ୍ରୀ ଗୁରୁବାର ଅକ୍ଟୋବର ୧୬ ତାରିଖ ରେ ବିଶେଷ ମିଟିଙ୍ଗ ପରେ ଇସ୍ତଫା ଦେଇଥିଲେ l
ଗୁଜୁରାଟ ରେ ଇସ୍ତଫା ଦେଇଥିବା ଏହି ୧୬ ମନ୍ତ୍ରୀ ଙ୍କ ର ଇସ୍ତଫା ରାଜ୍ୟପାଳ ଙ୍କୁ ହସ୍ତାନ୍ତର କରାଯାଇଛି,  ଇସ୍ତଫା ପତ୍ର ରେ ମନ୍ତ୍ରୀମାନେ ସାଇନ୍ କରିଥିଲେ l
ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ବିସ୍ତାର ପ୍ରକ୍ରିୟା ଶେଷ ସ୍ତରରେ ରହିଛି , ସର୍ବ ପ୍ରଥମେ ରାଜ୍ୟ ବିଜେପି ଅଧକ୍ଷ ଜଗଦୀଶ ବିଶ୍ୱକର୍ମା ଇସ୍ତଫା ଦେଇଥିଲେ l ଜଗଦୀଶ ବିଶ୍ୱକର୍ମା ଙ୍କ ନିର୍ଦେଶ ରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଏବଂ ଏହି ଇସ୍ତଫା ପତ୍ର ସେମାନେ ଜଗଦୀଶ ବିଶ୍ୱକର୍ମା ଙ୍କୁ ହସ୍ତାନ୍ତର କରିଥିଲେ l
କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି ମନ୍ତ୍ରୀ ଙ୍କୁ ଇସ୍ତଫା ମାଗି ନଥିଲେ , ପୁନର୍ବାର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଗାନ୍ଧୀ ମାର୍ଗ ରେ ୧୭ ତାରିଖ ଶୁକ୍ରବାର ରେ କରାଯିବ l
Leave A Reply