Odisha news

ଏହିସବୁ ସଂକେତ ଦେଇଥାଏ ଶୁଭ ସୂଚନା: ଜାଣନ୍ତୁ ଏହି ସଂକେତ ଆପଣଙ୍କ ଜୀବନରେ ଆଣିଥାଏ କି ପରିବର୍ତ୍ତନ

0
ଜୀବନରେ ଏପରି ଅନେକ ଘଟଣା ଘଟିଥାଏ ଯାହା ଆମକୁ ଶୁଭ ସୂଚନା ଦେଇଥାଏ । ସେଥିରୁ କିଛିଟା ଘଟଣା ଶୁଭ ହୋଇଥାଏ ଓ ଆଉ କିଛି ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି କିଛି ଘଟଣା ରହିଛି ଯାହା ଶୁଭ ସଂକେତ ର କାରଣ ଅଟେ । ହଟାତ୍ ଜୀବନରେ ଧନ ବୃଦ୍ଧି ହେବାକୁ ଲାଗିଥାଏ ।
ଆସନ୍ତୁ ଜାଣିବା ସଂକେତ ଗୁଡ଼ିକ କଣ –
* ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଭଗବାନ୍ ଙ୍କୁ ଦେଖିଲେ ତେବେ ଏହା ଶୁଭ ସଙ୍କେତ । ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇ ଯିବ ।
* ଯଦି ଆପଣ କୌଣସି ମହତ୍ତ୍ଵ ପୁର୍ଣ୍ଣ କାର୍ଯ୍ୟ ରେ ଯାଉଛନ୍ତି ତେବେ ଯଦି ନାଚୁଥିବା ମୟୂର ଦେଖିବେ ତେବେ ଏହା ଶୁଭ ସଙ୍କେତ ଅଟେ ଓ ଏହା କାର୍ଯ୍ୟ ରେ ସଫଳତା ର ସୂଚନା ଦେଇଥାଏ ।
* ଯଦି ସ୍ବପ୍ନ ରେ କୌଣସି ମହିଳା ନାଲି ରଙ୍ଗର ଶାଢ଼ୀ ପିନ୍ଧିବା ସହ ଶୃଙ୍ଗାର ହୋଇଥାଏ ତେବେ ଏହା ଧନ ପ୍ରାପ୍ତିର ସଂକେତ ଅଟେ ।
* ପକେଟ୍ ରେ ପଇସା ରଖିବା ସମୟରେ ଯଦି ପଇସା ଖସି ପଦେ ତେବେ ଏହା ଶୁଭ ସଙ୍କେତ ଅଟେ । ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।
* ମାନ୍ୟତା ରହିଛି ଯେ ଯଦି କୌଣସି ଶୁଭ କାର୍ଯ୍ୟ ରେ ଯାଉଛନ୍ତି ଆପଣ କିନ୍ନର ଙ୍କୁ ଦେଖିଲେ ତେବେ ଏହା ଶୁଭ ଅଟେ । ଏହି ସମୟରେ ଆପଣ କିନ୍ନର ଙ୍କୁ କିଛି ପଇସା ଦେବେ ଓ ସେହି ପଇସା ରୁ ଯଦି କିଛି କିନ୍ନର ଫେରାଇ ଦେଲେ ତେବେ ଏହା କୁ ଆପଣ ଘରେ ରଖିବେ ତେବେ ଧନ ବୃଦ୍ଧି ହୋଇଥାଏ ।
Leave A Reply