Odisha news

କୋବିଡ଼ କଟକଣାରେ ବହୁ ଚର୍ଚ୍ଚିତ ଝାଡ଼ାଙ୍କୁ ଲିଓ ସାତ କୁଟୁଣି ଗ୍ରାମରେ ଆରମ୍ବ ହେଲା ୧୮ ଦିନିଆ ଦଣ୍ଡଯାତ୍ରା

ଝାଡ଼ାଙ୍କୁଲିଓ ସାତକୁଟୁଣିଗ୍ରାମରେ ଆରମ୍ବ ହେଲା ୧୮ ଦିନିଆ ଦଣ୍ଡଯାତ୍ରା l 28,03,21 ରବିବାର ଦିନ ଠାରୁ14,04,21ବୁଧବାର ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଯାଏଁ ଚାଲି ରହିବ। ସରକାର ଙ୍କ ନୀତି ନିୟମ ଅନୁଯାୟୀ ମାସ୍କ ସାନିଟାଏଇଜେର ସାମାଜିକ ଦୂରତା ରଖିଆ କରି ଦଣ୍ଡ ଯାତ୍ରା ପରିବେଷଣ କରାଯାଇଥିଲା ପ୍ରଥମ ପର୍ଯ୍ୟାୟରେ।ଗ୍ରାମର ଦେବା ଦେବତୀ ମାନଙ୍କୁ।ପୂଜା ପୂଜି କରି ବରଣ କରାଯାଇଥିଲା ଓ ତାପାରେ ମାଙ୍କର ସୂର୍ଯ୍ୟ ପୁଜା, ଷୋଡ଼ଶ ପୂଜା,ଓ ମଙ୍ଗ ଳ ଆଳତି,ଓ ତା ପରେ ମା ଙ୍କ ର ଦ୍ୱିତୀୟ ପର୍ଯ୍ୟାୟରେ। ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗିଂ ଦଣ୍ଡ ପାଳନ ହୋଇଥିଲା ।

ଚତୁର୍ଥ ପର୍ଯ୍ୟୟ ରେ ଭୁକ୍ତା ମାନଙ୍କ ର ଲିଆ ଚକଟା ଲବତ ପଣା ପ୍ରସାଧ ସେବନ ପରେ ,ମାଙ୍କ ର ସଂଧିୟ ଆଳତି ଓ ଶେଷରେ ଅର୍ଣ୍ଣ ପ୍ରାସାଦ ସେବନ କରିଥାନ୍ତି। ମାଙ୍କର ଶେଷ ପର୍ଯ୍ୟୟ ପରଭା ନାଚ ପ୍ରଦର୍ଶିତ ହୋଇଥାଏ। ମ୍ୟାନେଜର ସଦାନାଦଚୌଦୁରି,ଅଧିକାରୀ ଦେବପ୍ରଧାନ ,ଧୁଯ୍ୟଧନ ସାହୁ, ସଭାପତି କୋରା ସାହୁ,ଦଣ୍ଡପାଣି ସାହୁ ଗ୍ରାମର କମିଟି ମାନଙ୍କଦ୍ୱାରା ସୁଚାରାରୂପେ ଅନୁଷ୍ଠିତ ହୋଇଥିଲା

Nalco

Comments are closed.