Odisha news

ସିଆରପିଏଫ କ୍ୟାମ୍ପ ରେ ବନ ମହୋତ୍ସବ

ନୂଆପଡା-୭/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି ବୋଡେ଼ନ ବ୍ଲକ ଭାଇଁସଦାନୀ ସ୍ଥିତ ସିଆରପିଏଫ କ୍ୟାମ୍ପ ରେ 72 ତମ ବନମହୋତ୍ସବ ପାଳିତ ହୋଇଯାଛି। ଏହି କାର୍ଯ୍ୟକ୍ରମ ରେ କ୍ୟାମ୍ପ ର ଇନ୍ସପେକ୍ଟର କେ. ଡି, ଫରେଷ୍ଟର ମେଘନାଥ ମାଝୀ, ଫରେଷ୍ଟଗାର୍ଡ ତୁଲେଶ୍ୱରୀ ମାଝୀ , ଫରେଷ୍ଟଗାର୍ଡ ମାଝୀ ବାବୁ ତଥା ପଲ୍ଲୀବିକାଶ ର ଆଇସିଆର ଜି ପ୍ରୋଜେକ୍ଟ କୋଡିନେଟର ବାଗବାବୁ, ଯୁଗଳ କିଶୋର ଚଲାନ, ଓଁକାର ପଟେଲ ତଥା କେମ୍ପ ର ଯବାନ ଉପସ୍ଥିତ ରହି ନଅ ସହ ପଚାଶ ଗଛ ରୋପଣ କରିଥିଲେ। ବୃକ୍ଷ ଆମ ଜୀବନରେ ଓ ପରିବେଶ ପାଇଁ କେତେ ଉପକାରୀ ଏହି ବାର୍ତ୍ତା ଆଜି ର ୭୨ତମ ବନ ମହୋତ୍ସବରେ ପ୍ରକାଶ ପାଇଥିଲା।

Comments are closed.