Odisha news

କଣ ଆପଣ ଜାଣନ୍ତି , କେଉଁ କ୍ରିକେଟ ଖେଳାଳି ମାନେ ପଡିଆରେ ଆଘାତ ପାଇ ମୃତ୍ୟୁ ବରଣ କରିଛନ୍ତି ? ଆସନ୍ତୁ ଜାଣିବା

0

ବର୍ତମାନ ସୁଦ୍ଧା କ୍ରିକେଟ ଖେଳରେ ଆଘାତ ପାଇ ମୃତ୍ୟୁ ବରଣ କରିଥିବା କେଳାଳୀ ମାନଙ୍କ ମଧ୍ୟରେ ୧୨ ଜଣ ଖେଳାଳି ଅଛନ୍ତି l ସବୁଠୁ ପ୍ରଥମେ ୮୭୦ ରେ ଜଣେ ଇଂରେଜ କ୍ରିକେଟ ଖେଳାଳୀଙ୍କର ମୃତ୍ୟୁ ହୋଇଥିଲା l ଏଠାରେ କେଳାଳୀ ମାନଙ୍କ ତାଲିକା ଦିଆ ଯାଇଛି ଯେଉଁ ମାନଙ୍କର ଖେଳ ସମୟରେ ମୃତ୍ୟୁ ହୋଇଥିଲା l

୧ – ଫିଲ ହ୍ୱିୟୁଜ ( ଅଷ୍ଟ୍ରେଲିଆ )-୨୫ ବର୍ଷ -୨୦୧୪
ଦକ୍ଷିଣ ଅଷ୍ଟ୍ରେଲିଆ ଓ ନିୟୁ ସାଉଥ ୱେଲସ ମଧ୍ୟରେ ଗୋଟିଏ ମ୍ୟାଚ ଚାଲିଥିବା ସମୟରେ ଅଷ୍ଟ୍ରେଲିଆର ବ୍ୟାଟ୍ସ ମ୍ୟାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା l ଏହା ଫଳରେ ତାଙ୍କ ଖପୁରୀରେ ଆଘାତ ଲାଗି ମସ୍ତିସ୍କରୀ ରକ୍ତସ୍ରାବ ହୋଇଥିଲା l ସିଡନୀର ଗୋଟିଏ ଡାକ୍ତର ଖାନାରେ ଅପରେସନ ହେବାର ୨ ଦିନପରେ ମୃତ୍ୟୁ ହୋଇଗଲା l

୨-ଡ଼େରିନ ର୍ରେଣ୍ଡଲ ( ଦକ୍ଷିଣ ଆଫ୍ରିକା )-୩୨ ବର୍ଷ -୨୦୧୩
ଦକ୍ଷିଣ ଆଫ୍ରିକାର ଗୋଟିଏ ଘରୋଇ ମ୍ୟାଚରେ ପୁଲ ସଟ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା l ତାଙ୍କୁ ଡାକ୍ତର ଖାନା ନିଆଯିବା ପରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା l

୩ -ଜୁଲ୍ଫିକର ଭଟି ( ପାକିସ୍ତାନ )-୨୨ ବର୍ଷ -୨୦୧୩
ପାକିସ୍ତାନୀ ଖେଳାଳି ଗୋଟିଏ ଘରୋଇ ମ୍ୟାଚ ଖେଳୁଥିବା ସମୟରେ ତାଙ୍କ ଛାତିରେ ବଲ ବାଜିବା କାରଣରୁ ସେ ତଳେ ପଡି ଯାଇଥିଲେବି l ଡାକ୍ତର ଖାନାରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ l

୪ -ରିଚାର୍ଡ ବ୍ୟଯୁମୋଣ୍ଟ ( ଇଂଲଣ୍ଡ )-୩୩ ବର୍ଷ ୨୦୧୨
ହୃଦଘାତ ହେବ କାରଣରୁ ପଡିଆରେ ଖସି ପଡିଲେ ଓ ଡାକ୍ତର ଖାନା ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l

୫ -ଅଲକେବିନ ଯେନକିଙ୍ଗ (ଇଂଲଣ୍ଡ )-୭୨ ବର୍ଷ ୨୦୦୯
ଇଂଲଣ୍ଡ ଓମପେୟାର ଯେନକିଙ୍ଗ ଗୋଟିଏ ଲିଗ ମ୍ୟାଚ ଆରମ୍ଭ କରୁଥିବା ସମୟରେ ଫିଲଡର ଦ୍ୱାରା ଫୋପଡ଼ା ଯିବା ବଲ ସାହାଯ୍ୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ,ଯାହା ଦ୍ୱାରା ସେ ତଳେ ପଡି ଯାଇଥିଲେ l

୬ -ୱାସିଂ ରାଜା (ପାକିସ୍ତାନ ) -୫୪ ବର୍ଷ ୨୦୦୬
ବକିଙ୍ଗ ଘମଂ ସାୟରରେ ୫୦ ଓଭର ପାଇଁ ଖେଳୁଥିବା ବେଳେ ପାକିସ୍ତାନର ଏହି ଖେଳାଳିଙ୍କୁ ହୃଦଘାତ ହୋଇ ମୃତ୍ୟୁବରଣ କରିଥିଲେ l

୭ -ରମଣ ଲାମ୍ବା (ଭାରତ )୩୮ ବର୍ଷ ୧୯୯୮
ଭାରତର ପୂର୍ବ ଅନ୍ତରାଷ୍ଟ୍ରୀୟ ଖେଳାଳି ଲାମ୍ବା ଢ଼ାକାରେ ଗୋଟିଏ କ୍ଲବ ମ୍ୟାଚ ସମୟରେ ଫିଲଡିଂ କରୁଥିଲେ ,ଏଠାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା l ମୃତ ଘୋଷିତ କରାଯିବା ୩ ଦିନ ପୂର୍ବରୁ ସେ କୋମାକୁ ଚାଲିଗଲେ l

୮ -ଇୱାନ ଫୋଲି ( ଇଂଲଣ୍ଡ )-୩୦ ବର୍ଷ ୧୯୯୩
ଗୋଟିଏ ଘରୋଇ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ଦୁର୍ଘଟଣା ବସତହ ତାଙ୍କ ଆଖି ତଳେ ବଲ ବାଜିଥିଲା ଓ ଡାକ୍ତର ଖାନାରେ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା l

୯ -ଉଇଲ୍ଫ ସ୍ଲକ (ଇଂଲଣ୍ଡ )-୩୪ ବର୍ଷ ୧୯୯୮
ଗାମ୍ବିଆରେ ଗୋଟିଏ ଘରୋଇ ମ୍ୟାଚ ଖେଳୁଥିବା ସମୟରେ ସେ ତଳେ ପଡିଯାଇ ମୃତ୍ୟୁବରଣ କରିଥିଲେ l ଏହା ପୂର୍ବରୁ ସେ ବ୍ଳକାଉଟର ସାମ୍ନା କରିଥିଲେ ,କିନ୍ତୁ ଡାକ୍ତରମାନେ ତାଙ୍କର ମୃତ୍ୟୁର କାରଣ ଖୋଜି ପାରିଲେ ନାହିଁ l

୧୦-ଅବଦୁଲ ଅଜିଜ (ପାକିସ୍ତାନ )୧୮ ବର୍ଷ ୧୯୫୯
କରାଚିରେ ଗୋଟିଏ ଘରୋଇ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ଛାତିରେ ଆଘାତ ଲାଗିଥିଲା l ତାଙ୍କୁ ନିକଟସ୍ଥ ଡାକ୍ତର ଖାନାକୁ ନେବା ଦ୍ୱାରା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

୧୧-ଏଂଡିଂ ଡୁକାଟ (ଇଂଲଣ୍ଡ )୫୬ ବର୍ଷ ୧୯୪୨
ଲର୍ଡସରେ ଖେଳ ଚାଲିଥିଲା ବେଳେ ହୃଦଘାତ ହୋଇ ମୃତ୍ୟୁ ବାରଣ କରିଥିଲେ

୧୨ -(ଇଂଲଣ୍ଡ )୨୫ ବର୍ଷ ୧୮୭୦
ଲଟସରେ ଏନେନ୍ସିସି ବିରୁଦ୍ଧରେ ବବ୍ୟାଟିଂ କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା l ସେ ତାଙ୍କ ଆଘାତର ଚିକିତ୍ସା କଲେ ନାହିଁ ଓ ୪ ଦିନ ପରେ ତାର ପ୍ରଭାବରେ ଘରେ ମୃତ୍ୟୁ ବରବରଣ କଲେ l

 

Leave A Reply