Odisha news
Browsing Category

ରାଜ୍ୟ

State

ଟ୍ରେନ ସମ୍ଭଧୀୟ ଗୁରୁତ୍ୱ ପୂର୍ଣ ସୂଚନା : ସୁରକ୍ଷା କାର୍ଯ୍ୟ ଯୋଗୁଁ ଅସ୍ଥାୟୀ ରୂପେ ଟ୍ରେନ ସେବା…

ଭୁବନେଶ୍ୱର, 16.08.2025 : ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଉତ୍ତମ ଟ୍ରେନ ପରିଚାଳନା କ୍ଷମତା ପ୍ରଦାନ କରିବା…

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା :  ଇଂରେଜି ମାନଙ୍କ ଶାସନ ସମ୍ପର୍କରେ ନିଜ…

ବାଲିଗୁଡା, ତା, ୧୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ) :  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ…

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ

ବାଲିଗୁଡା,ତା, ୧୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ବିପୁଳ…

ରାଜ୍ୟ କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ , ଭାରତର ସ୍ୱାଧୀନତା ସଂଗ୍ରାମରେ ବଳିଦାନ…

ଭୁବନେଶ୍ୱର, ତା.୧୫/୦୮: ଭାରତବର୍ଷର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ଆମେ ସ୍ୱାଧୀନତାର ସ୍ୱାଦ ଚାଖି ପାରିଛୁ । ସ୍ୱାଧୀନତା ସଂଗ୍ରାମରେ…

ନାବାଳିକା ଅପହରଣ ଓ ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ 

କନ୍ଧମାଳ, ତା, ୧୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ…

୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ : ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର, ୧୫/୦୮/୨୦୨୫ : ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ବାସିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ…

ଭୁବନେଶ୍ବର: ୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଓ…

ଜାପାନର ସାକୁରା ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୪ ଅଗଷ୍ଟ, ୨୦୨୫ : ଓଡିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ…

ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ ଆୟୋଜିତ : ସୌନ୍ଦର୍ଯ୍ୟ ବୃଦ୍ଧି…

ଭୁବନେଶ୍ୱର, ୧୪/୦୮/୨୦୨୫: ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ପ୍ଲାଷ୍ଟିକ୍…

କାହିଁକି ପାକିସ୍ତାନ ଆଡକୁ ଢଳି ପଡିଲା ଆମେରିକା ? କଣ ରହିଛି ଆମେରିକୀୟ ଏକ୍ସପର୍ଟ ଙ୍କ ମତ ?

ଡୋନାଲଡ ଟ୍ରମ୍ପ ନିଜ ଦ୍ଵିତୀୟ କାର୍ଯ୍ୟକାଳ ରେ ପାକିସ୍ତାନ ପ୍ରତି ଖୁବ ମେହେରବାନ ନଜର ଆସୁଛନ୍ତି, ଭାରତକୁ ନେଇ ଦୁନିଆ ର…