Browsing Category
ରାଜ୍ୟ
State
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ
ବାଲିଗୁଡା, ତା, ୦୮/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ…
ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ରାଜ୍ୟ ସଭାପତିଙ୍କ ଶୋକ
ଭୁବନେଶ୍ୱର, ୮/୦୯: ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିସôାଧୀନ…
ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ମୃତ : ୨ଗୁରୁତର
କନ୍ଧମାଳ: ତା, ୦୮/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଖାଡିଙ୍ଗିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ…
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ , ଲୋକପ୍ରିୟ ବିଧାୟକ…
• ରାଜନୀତି ଓ ସମାଜସେବା କ୍ଷେତ୍ରରେ ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ
ଭୁବନେଶ୍ୱର, ସେପ୍ଟେମ୍ବର ୦୮- କେନ୍ଦ୍ର…
ଆଜି ହେଉଛି ଆଶ୍ୱିନ ମାସର ଷୋମବାର ଏବଂ ଚନ୍ଦ୍ର ଗ୍ରହଣ ର ପରଦିନ : ଦେବାଳୟ ରେ କରନ୍ତୁ ଏହି…
ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ମାସ ସପ୍ତମ ମାସ, ଯାହା ଇଂରାଜୀ କ୍ୟାଲେଣ୍ଡର ରେ ସେପ୍ଟେମ୍ବର ରୁ ଅକ୍ଟୋବର ମାସର ମଧ୍ୟ…
ଆଜି ହେଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ , ଭାରତର ଏହି ରାଜ୍ୟରେ ଦେଖାଯିବ ସବୁଠୁ ଲମ୍ବା ଚନ୍ଦ୍ର…
ଆଜି ହେଉଛି ସେପ୍ଟେମ୍ବର ୭ ତାରିଖ, ଆଜି ଲାଗୁଚି ବର୍ଷ ୨୦୨୫ ର ଶେଷ ଚନ୍ଦ୍ର ଗ୍ରହଣ, ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ଏସିଆ, ଆଫ୍ରିକା,…
ସାର ଉପଲବ୍ଧତାର ସ୍ଥିତି ସମୀକ୍ଷା କଲେ ସମବାୟ ମନ୍ତ୍ରୀ
ଭୁବନେଶ୍ୱର(Suvendra Pattanaik) : ଆଜି ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ…
ମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ…
ଭୁବନେଶ୍ୱର(Suvendra Pattanaik) : ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ…
କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣ
ଭୁବନେଶ୍ୱର(Suvendra Pattanaik) : ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ମାନ୍ୟବର…
ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ
ଭୁବନେଶ୍ୱର(Suvendra Pattanaik) : ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର…