Odisha news

ସ୍ତନରେ ହେଉଥିବା ଏହିସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରନ୍ତି ସ୍ତନ କର୍କଟ ରୋଗରେ ପ୍ରଭାବିତ

0

ସ୍ତନ କର୍କଟ ରୋଗ ମହିଳା ମାନଙ୍କ ନିକଟରେ ଗୋଟିଏ ବଡ଼ ସମସ୍ୟା l ଏହି ରୋଗଟି ଠାରୁ ଦୁରେଇ ରହିବା ପାଇଁ ବିଭିନ୍ନ ଜନ ଜାଗରଣ ମଧ୍ୟ କରା ଯାଉଛି l ଏଠାରେ ବିଶେଷ ଭାବରେ ୟୁନାଇଟେଡ଼ ଷ୍ଟେସ ର ପବ୍ଲିକ ହେଲ୍ଥ ଏଜେନ୍ସି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପରେଭେନ୍ଶାନ ଦ୍ୱାରା ଜାରି କରାଯାଇ ଥିବା ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ କୁହା ଯାଇଛି l ଏଥିରେ କୁହାଯାଇଛି ଯେ ସ୍ତନ କର୍କଟ ରୋଗକୁ ପ୍ରାରମ୍ଭିକ ଲକ୍ଷଣ କୁ ଯଦି ଠିକ ଭାବରେ ନିରୀକ୍ଷଣ କରିବା ତେବେ ଆମେ ସର୍ଜରୀ ଦ୍ୱାରା ମଧ୍ୟ ଏହାକୁ ଠିକ କରି ପରିବା l

– ଆପଣଙ୍କୁ ନିଜ ସ୍ତନ ରେ କୌଣସି ପ୍ରକାରର ଗେଟା ଭଳି ଯଦି ଲାଗିଲା ତେବେ ଏହା କ୍ୟାନ୍ସର ଲକ୍ଷଣ ହୋଇପାରେ l ଏହାକୁ ଅଣଦେଖା କରନ୍ତୁ ନାହିଁ l

– ସ୍ତନ ଟାଣ ହୋଇଯିବ କିମ୍ବା ବ୍ରେଷ୍ଟ ରେ କୌଣସି ପ୍ରକାରର ଫୁଲା ଦେଖାଯାଏ ତେବେ ଏହା ପ୍ରାରମ୍ଭିକ କର୍କଟ ରୋଗର ଲକ୍ଷଣ ଅଟେ l

– ସ୍ତନ ର ଚର୍ମ ରେ ଲଗାତାର କୁଣ୍ଡେଇ ହେବା ପୋଡିବା ସମସ୍ୟା ଦେଖାଦିଏ l

– ସ୍ତନ ନିପୁଲ ରେ ଅଧିକ ନାଲି ହୋଇଯିବା ଓ ତା ଉପରୁ ଚୋପା ଛାଡିବା ହେଉଛି ପ୍ରାରମ୍ଭିକ ଲକ୍ଷଣ l

– ନିପୁଲ ରେ ଯନ୍ତ୍ରଣା ହେବା ଓ ସେଥିରୁ ଧଳା ଓ ନାଲି ରଙ୍ଗର ଡିସ୍ଚାର୍ଜ ହେବା ପ୍ରାରମ୍ଭିକ ଲକ୍ଷଣ ଅଟେ l

– ସ୍ତନ ର ସାଇଜ ରେ ପରିବର୍ତନ ହେବା ଅଟେ ଅନ୍ୟ ଗୋଟିଏ ଲକ୍ଷଣ l

– ସ୍ତନ ର କୌଣସି ଭାଗ ରେ ଯନ୍ତ୍ରଣା ହେବା ଓ ଏହି ଯନ୍ତ୍ରଣା କିଛିଦିନ ମଧ୍ୟରେ ଠିକ ହୋଇଯିବା ପ୍ରାରମ୍ଭିକ ଲକ୍ଷଣ ଅଟେ l

କିନ୍ତୁ ଅଧିକାଂଶ ମହିଳାଙ୍କ ର ମାସିକ ଋତୁସ୍ରାବ ସମୟରେ ମଧ୍ୟ ସ୍ତନ କଠିନ ହେବା ଓ ଯନ୍ତ୍ରଣା ଦେଖା ଯାଇଥାଏ , କିନ୍ତୁ ଏହା ପ୍ରାରମ୍ଭିକ ଲକ୍ଷଣ ରେ ଗଣା ଯାଇନାହିଁ l ଆଉ କିଛି ମହିଳାଙ୍କର ସେକ୍ସସୁ ଆଲ ପାୱାର ଅଧିକ ଆକ୍ଟିଭ ହେବା ଦ୍ୱାରା ମଧ୍ୟ ସ୍ତନ ରୁ ଶ୍ରାବ ହୋଇଥାଏ l ଏହା ସ୍ତନ କର୍କଟ ରୋଗର ଲକ୍ଷଣ ନୁହେଁ l କାହିଁକି ନା ପାର୍ଟନର ଙ୍କ ଦ୍ୱାରା ସକିଙ୍ଗ କାରଣରୁ ମିଳ୍କ ପ୍ରଡ୍ୟୁସିଂ ସେଲ ଆକ୍ଟିଭ ହୋଇ ଯାଇଥାଏ l

Leave A Reply