Odisha news

ବବି ଦାସଙ୍କୁ ନୂଆ ଦାୟିତ୍ୱ

0

ଭୁବନେଶ୍ୱର,୫ା୩ : ବବି ଦାସଙ୍କୁ ନୂଆ ଦାୟିତ୍ୱ । ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସାଂଗଠନିକ ସଂପାଦକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆଜି ପ୍ରଣବ ପ୍ରକାଶ ଦାସଙ୍କୁ ସାଂଗଠନିକ ସଂପାଦକ ଭାବେ ଦାୟିତବ ଦିଆଯାଇଛି । ବିଜୁ ଜୟନ୍ତୀ ଅବସରରେ ଆଜି ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

Leave A Reply