Odisha news

ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ସଭାଗୃହ ଠାରେ ଆୟୋଜନ

0

ଈୁବନ : କରୋନା ରୋଗୀ ଚାଲିଥିଲେ ପିକିନିକ   । ଯାହାକୁ ନେଇ ଦୃଦ୍ଧିଜିବି ମହଲରେ ଆନେ୍ଦାଳନ ସୃଷ୍ଟି ହୋଇଥିଲା  । ବିଭିନ୍ନ ଗଣମାଧ୍ୟମରେ ତଥ୍ୟସମ୍ବଳିତ ଖବର ପ୍ରକାଶ ପରେ  ଜିଲ୍ଲାପାଳ ନିଜେ କ୍ଷୋଭପ୍ରକାଶ କରିବା ସହିତ ଆଗାମୀ ଦିନରେ ଏହାର ପନରାବୃର୍ତୀ କିପରି ନହେବ ସେଥି ପାଇଁ ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିଦେ୍ର୍ଦଶ  ଦେଇଛନ୍ତି  ।

ମଙ୍ଗଳବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ ନେତୃତ୍ୱରେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ସଭାଗୃହ ଠାରେ ଆୟୋଜନ କରାଯାଇଥିଲା  । ପ୍ରଥମେ ୨ ତାପରେ ୫ , ୩ୟ ଥରକୁ ୩୧  ଚତୁର୍ଥ ସପ୍ତାହରେ ୯୦  ।ଏଭଳି କରୋନା ମିଟର ବଢିବା ଦେଖି ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି  । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ କମୁଥିବା ବେଳେ  ଢେଙ୍କାନାଳ ଜିଲ୍ଲା ଭୁବନରେ ସଂକ୍ରମଣବଢିବା ଜିଲ୍ଲାପ୍ରଶାସନ ହରଡ ଘଣାରେ ପକାଇଛି  ।

ମାଷ୍ଟର କି ଭାବେ କାର୍ଯ୍ୟ କରୁଥିବା ଭୁବନ ତହସିଲଦାରଙ୍କୁ କୋଭିଡି ନିୟନ୍ତ୍ରଣ ପାଇଁ ଗଞ୍ଜାମ ବଦଳି କରାଗଲା  । ଦିଗହରା ହେଲା ଭୁବନର କୋଭିଡି ନିୟନ୍ତ୍ରଣ  । ଜିଲ୍ଲାପାଳଙ୍କ ବୈଠକରେ ଦୃଷ୍ଟି  ଆକ୍ରଷଣ କରାଯିବାରୁ କହିଲେ କି ଦାୟିତ୍ୱରେ ଥରବା କାମାକ୍ଷାନଗର  ତହସିଲଦାର ଦିନେ ଛଡା ଦିନେ ଭୁବନକୁ ନିୟନ୍ତ୍ରଣ କରିବେ  ।ଖୁବଶ୍ରୀର୍ଘ ଭୁବନ  ତହସିଲରେ ସ୍ଥାୟୀ ତହସିଲଦାର ନିଯୁକ୍ତି ଦିଆଯିବ  ।ଦୈନିକ ୨୦୦ ଲୋକଙ୍କର ଆଟିଂଜେନ ଟେଷ୍ଠ କରାଯିବ  । ସପ୍ତାହରେ ଦୁଇ ଦିନ ସାମୁହିକ ନମୁନା ପରୀକ୍ଷା କରାଯିବ , ଆଜିଠାରୁ ଆମାନିଆଙ୍କ ସାବାଡ ପାଇଁ ଏନଫୋର୍ଶମେଂଟ  କରାଯିବାକୁ ନିଦେ୍ର୍ଦଶ ଦେଇଛନ୍ତି  ।ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ବିଭିନ୍ନ  ସାମାଜିକ ଅନୁଷ୍ଠାନ  କ୍ଲବ ସଦସ୍ୟ , ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ସହଯୋଗ କରିବା ପାଇଁ  ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଅନୁରୋଧ କରିଛନ୍ତି  ।

 

Leave A Reply