ଭଦ୍ରକ : ଭଦ୍ରକ ବିଜୁ ଜନତା ଦଳ ଟାଉନ କମିଟି ପକ୍ଷରୁ ପୁରୁଣା ବଜାର ମଦିନା ମଇଦାନ ଠାରେ ଇଫତାର ପାଟି ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ତାହେର ମହମ୍ମଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ, ସଞ୍ଜିବ ମଲ୍ଲିକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ । ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ , ପୈରପାଳିକାର ଉପାଧିକ୍ଷା ଅଞ୍ଜୁବାଳା ଜେନା , ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପ୍ରାତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ପ୍ରାତନ ପୈରାଧକ୍ଷ, ମାନସ ମହାନ୍ତି, କାଉନସିଲର ଦିଲ୍ଲୀପି ନାୟକ, ସେକ୍ ଜୁଲ ଫୁକାର ଅଲ୍ଲୀ , ସେକ୍ ସହିଦ , ଆଶିଷ ଅମିତାଭ, ମହାପାତ୍ର ପ୍ରମୁଖ ମଦିନା ମଇଦାନ ଠାରେ ଇଫତାର ପାଟିରେ ଯୋଗ ଦେଇ ମୁସଲମାନ ଭାଇ ଓ ଭଉଣୀମାନଙ୍କ ସାଂଗରେ ଯୋଗ ଦେଇଥିଲେ