Odisha news

ସାଇବର ବିଶେଷଜ୍ଞ ମାନଙ୍କ ସୂଚନା : ହ୍ବାଟସପ ଗୋଲାପୀ ରଙ୍ଗ ହେବାକୁ ନେଇ ସାବଧାନ , ଏହି ଲିଙ୍କ ଏକ ଭାଇରସ ହୋଇପାରେ ଯାହା ଆପଣଙ୍କ ଫୋନକୁ ହ୍ୟାକ କରିପାରେ

0

ନୂଆଦିଲ୍ଲୀ : ସାଇବର ସିକୁରିଟି ଅନୁସାରେ ହ୍ବାଟସପର ଅଧିକାରୀଙ୍କ ଅପଡେଟ ହେବାକୁ ନେଇ ଦାବି କରୁଥିବା ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ୟୁଜରଙ୍କ ଫୋନ ହ୍ୟାଙ୍ଗ ହୋଇଯିବ ଓ ସେ ନିଜର ହ୍ବାଟସପ ଆକାଉଣ୍ଟବି ହରାଇ ପାରନ୍ତି l ସାଇବର ବିଶେଷଜ୍ଞ ମାନେ ଉପଭୋଗକତା ମାନଙ୍କୁ ଭାଇରସ ଲିଙ୍କର ଶିକାରରେ ନପଡିବ ପାଇଁ ସଚେତନ କରୁଛନ୍ତି l ସାଇବର ସିକୁରିଟି ଏକ୍ସପର୍ଟଙ୍କ ଅନୁସାରେ ଏହା ୟୁଜରମାନଙ୍କର ଫୋନ ହ୍ୟାକ ହୋଇଯିବ l

ହ୍ବାଟସପ ଗୋଲାପୀ ରଙ୍ଗ ହେବାକୁ ସାବଧାନ ରହନ୍ତୁ l APK ଡାଉନଲୋଡ଼ ଲିଙ୍କ ସହିତ ହ୍ବାଟସପରେ ଗୋଟିଏ ପ୍ରକାରର ଭାଇରସ ସଂକ୍ରମଣ କରାଯାଉଛି l #ହ୍ବାଟସପ ପିଙ୍କ ନାମ ସହିତ କୌଣସି ପ୍ରକାରର ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ l ସାମାଜିକ ଗାଣ ମାଧ୍ୟମ ପ୍ଲାଟ ଫର୍ମ ଉପରେ ପୋଷ୍ଟ କରାଯାଇଥିବା ସାଇବର ସ୍ପେସ ଏକ୍ସପର୍ଟ ରାଜଶେଖର ରାଜ ହରିୟା ଆପଣଙ୍କ ଫୋନ ପର୍ଯ୍ୟନ୍ତ ଆଉ ପହଁଞ୍ଚି ପାରିବେ ନାହିଁ l

ଅଧିକାଂଶ ହ୍ବାଟସପ ଉପଭୋଗକତା କାରୀଙ୍କୁ ଦୁର୍ଭାଗ୍ୟ ପୁର୍ଣ ଲିଙ୍କ ଉପରେ କ୍ଲିକ କରିବା ଓ ସେଆର କରିବା ଦେଖାଯାଇଛି l ସାଇବର ଇଣ୍ଟେଲିଜେନ୍ସ ଫର୍ମ ଇନ୍ଫୋସେକର ଅନୁସାରେ କୁହା ଯାଇଛିଯେ ବ୍ୟବହାରୀ କାରି ମାନଙ୍କୁ ସଚେତନ ରହିବ ପାଇଁ ପରାମର୍ଶ ଦିଆଯାଇଛିକି ସେମାନେ ଗୁଗୁଲ କିମ୍ବ ଆପେଲର ଅଧିକାରୀଙ୍କ ଷ୍ଟୋରରେ ଉପଲବ୍ଧ କୌଣସି ପ୍ରକାରର ମୋବାଇଲ ଆପକୁ କେବେବି ଇନଷ୍ଟଲ କରନ୍ତୁ ନାହିଁ l

ଏହି ଦୁର୍ଭାଗ୍ୟ ପୁର୍ଣ ଆପ୍ଲିକେସନ ଦ୍ୱାରା ଆପଣଙ୍କର ବ୍ୟକ୍ତିଗତ ଡାଟା ଚୋରି କାରାଯାଇପାରିବ , ଯେଭଲିକି ଫୋଟୋ ,ଏସଏମଏସ ,ଇତ୍ୟାଦି l କି ବୋର୍ଡ଼ରେ ଆଧାରିତ malwares ଉପଯୋଗ ଆପଣଙ୍କ ଦ୍ୱାରା ଟାଇପ କରାଯାଇଥିବା ପ୍ରତେକ ଜିନିଷକୁ ଟ୍ରାକ କରାଯାଇ ପାରିବ l ଏହାର ବ୍ୟବହାର ବ୍ୟାଙ୍କିଙ୍ଗ ପାସୱାର୍ଡ଼କୁ ଚୋରି କରିବା ପାଇଁ କରାଯାଇପାରେ l ପିଙ୍କ ହ୍ବାଟସପ କିମ୍ବା ହ୍ବାଟସପ ଗୋଲ୍ଡ ର ବର୍ତମାନର ମାମଲା ମଧ୍ୟ ନକଲି ହ୍ବାଟସପ ଫିଚର ଆପ ଭାବରେ ଉପଯୋଗ ହେଉଥିବାର ମାମଲା ଆସିଛି l

ସମ୍ପର୍କ କରିବା ଦ୍ୱାରା ଜଣାପଡ଼ିଲାଯେ ହ୍ବାଟସପ ପକ୍ଷରୁ କୁହାଗଲାଯେ ,”କୌଣସି ପ୍ରକାରର ଇମେଲ ସହିତ କୌଣସି ସେବାକୁ ଗୋଟିଏ ଅସାମାନ୍ୟ କିମ୍ବା ସନ୍ଦେହ ସ୍ପଦ ସନ୍ଦେଶ ମିଳିପାରେ , ଏବଂ କେତେବେଳେ କେମିତି ଏଭଳି ମଧ୍ୟ ହୋଇପାରେଯେ ଆମେ ଦୃଢତାର ସହିତ ଜବାବ ଦେବୁ ଅଥବା ସେଥିରେ ହଇରାଣ କରିବା ପୂର୍ବରୁ ସତର୍କ ରହିବ ପାଇଁ ସମସ୍ତଙ୍କୁ ଜଣାଇଦେଉଚୁ l ବିଶେଷ ଭାବରେ ହ୍ବାଟସପରେ ଆମେ ଏହି ସମସ୍ତ ଉପଦେଶ ଦେଉଛୁଁକି ଲୋକମାନେ ଆମକୁ ରିପୋର୍ଟ ପଠାଇବା ,ସମ୍ପର୍କ କିମ୍ବା ବ୍ଲକ ସମ୍ପର୍କ ବିଷୟରେ ରିପୋର୍ଟ କରିବା ପାଇଁ ଆପରେ ଉପଲବ୍ଧ ଥିବା ଟୁଲର ବ୍ୟବହାର କରନ୍ତୁ l “

Leave A Reply