Odisha news

ଖରାଦିନେ ବିୟର ପୀଇବାର ସ୍ୱାସ୍ଥ୍ୟଗତ ଲାଭ

0

ବିୟର କୁ ପ୍ରସ୍ତୁତ କରବା ପାଇଁ ଅଙ୍ଗୁର କୁ ଶଢା ଯାଇ ପ୍ରସ୍ତୁତ କରାଯାଏ l ଅଧିକାଂଶ ସମୟ ଏହାକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ l କିନ୍ତୁ ଗବେଷଣାରେ କୁହାଯାଇଛି ଯଦି ବିୟର ସୀମିତ ମାତ୍ରାରେ ସେବନ କରାଯାଏ ତେବେ ଶରୀର ପାଇଁ ଲାଭ ଦାୟକ ଅଟେ l

*  ଚିନ୍ତା ଦୂର କରିଥାଏ : ଆଲକୋହଲ କୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଇଥାଏ l କିନ୍ତୁ ଯଦି ସୀମିତ ମାତ୍ରାରେ ବିୟର ପିଆଯାଏ ତେବେ ଏହା ଶରୀରକୁ ଲାଭ ଦେଇଥାଏ l ଚିନ୍ତା , ମନ ବ୍ୟସ୍ତ ଲାଗିବା ଓ ଥକାପଣ ଆଜିକାଲି ଗୋଟିଏ ସାଧାରଣ ସମସ୍ୟା ଅଟେ l ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ବିୟର କୁ ସେବନ କରିବା ଦ୍ୱାରା ଏହିସବୁ ସମସ୍ୟା ଦୁରେଇ ଯାଇଥାଏ l କିନ୍ତୁ ୩୫୦ ମିଲି ରୁ ଅଧିକ ପୀଇବା ଉଚିତ ନୁହେଁ l

* କିଡ୍ନୀ ପାଇଁ ଲାଭ ଦାୟକ : ଯଦି କିଡ୍ନୀ ରେ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ ତେବେ ବିୟର ପିଇବା ଦ୍ୱାରା ତାହା ଛୋଟ ଖଣ୍ଡରେ ପରିଣତ ହୋଇ ପରିସ୍ରା ରେ ବାହାରି ଯାଇଥାଏ l ସେଥିପାଇଁ ଷ୍ଟୋନ ସମସ୍ୟା ଥିଲେ ବିୟର ପିଇବାକୁ କୁହା ଯାଇଥାଏ l

* ସ୍କିନ ପାଇଁ ଲାଭଦାୟକ : ଶରୀର ଭଳି ସ୍କିନ ସୁସ୍ଥ ରହିବା ମଧ୍ୟ ଆବଶ୍ୟକ l ବିୟର ପିଇବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ l ବିୟର ରେ ରହିଥାଏ ହଃପ୍ସ ଓ ଖମୀର ରହିଥାଏ ଯାହା ତ୍ୱଚାକୁ ସୁସ୍ଥ ରଖିବା ସହ ଶରୀରରେ ଥିବା କ୍ଷତକୁ ଦ୍ରୁତ ଗତିରେ ଭରିଥାଏ l

* ଅଲଜାଇମର ପାଇଁ ଲାଭ ଦାୟକ : ଅଲଜାଇମର ସମସ୍ୟା ଦେଖାଦେଲେ ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ ଓ ଭୁଲିବା ସମସ୍ୟା ଦେଖାଦିଏ l କୁହାଯାଏ ଯେ ସୀମିତ ମାତ୍ରାରେ ବିୟର ସେବନ କରି ଏହି ସମସ୍ୟାରୁ ଦୁରେଇ ରହି ପରିବା l ବିୟର ରେ ଥିବା ସିଲିକନ ଅଲଜାଇମର ସମସ୍ୟା ପାଇଁ ଲାଭ ଦାୟକ l

* ଅଲସର ରୁ ଦେଇଥାଏ ଆରମ୍ : କିଛି ଗବେଷଣାରେ କୁହାଯାଇଛି ଯେ ୭୫ ମିଲି ଗ୍ରାମ ବିୟର ସେବନ କରିବା ଦ୍ୱାରା ଅଲସର ସମସ୍ୟା ଦୂର ହୋଇଥାଏ ଓ ଏଥିରେ ଥିବା ଏଚ ପାୟଲରି ସଂକ୍ରମଣ ଅଧିକାଂଶ କ୍ଷେତ୍ରରେ କମ ହୋଇଥାଏ l

– କିନ୍ତୁ ବିୟର କୁ ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ l ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ l

Leave A Reply