ବାରିପଦା : ବାରିପଦା ସହରରେ ଥିବା ସାଇ ହସ୍ପିଟାଲ ଏବେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ବଳିଷ୍ଠ ମାଧ୍ୟମ ପାଲଟିଛି । ଦୀର୍ଘଦିନ ଧରି ସଫଳତାର ସହ ଆଗେଇ ଚାଲିଛି ଏହି ଘୋରଇ ଚିକିସôା କେନ୍ଦ୍ର । ଯେକୌଣସି ରୋଗ ହେଉ ବା ଦୁର୍ଘଟଣା ହେଉ ସବୁ ସମୟରେ ସଠିକ୍ ଚିକିସôା ଯୋଗାଇ ଦେଇଆସିଛି । ବିଶେଷ କରି ସାପ କାମୁଡିବା ଓ ବିଷ ଖାଉଥିବା ରୋଗୀଙ୍କ ପାଇଁ ଏହି ହସ୍ପିଟାଲ ଜୀବନ ରକ୍ଷାକାରୀ ପାଲଟିଛି । ଉକ୍ତ ଚିକିସôା କେନ୍ଦ୍ରରେ ୬ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ସେଣ୍ଟର ଥିବା ସହିତ ଭେଣ୍ଟିଲେଟର ଓ ଡାଇଲେସିସ୍ ଆଦି ଚିକିସôାରେ ଭଲ କରିବାପାଇଁ ନିଜର ଉନ୍ନତମାନର ଚିକିସôା ଯୋଗାଇ ନିଜର ନା’କରିବାରେ ଆଗେଇ ଚାଲିଛି । ବିଶେଷକରି ମହାମାରୀ କୋରନା କଟଣା ଭିତରେ ସାପ କାମୁଡା ଓ ବିଷ ଖାଇଥିବା ପ୍ରାୟଃ ୨୦ରୁ ଉଦ୍ଧ୍ୱର୍ ରୋଗୀଙ୍କୁ ସୁସ୍ଥ କରିବାରେ ସକ୍ଷମ ହୋଇଅଛି ଏହି ଘୋରଇ ଚିକିସôା କେନ୍ଦ୍ର ।