Odisha news

ଆର.ଜେ.ଏଜୁକେଶନାଲ ଇନଷ୍ଟିଚ୍ୟୁଟରେ ସରସ୍ବତୀ ପୂଜା ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡ଼ିବନ୍ଧ ଠାରେ ଥିବା ଆର.ଜେ. ଏଜୁକେସନାଲ ଇନଷ୍ଟିଚ୍ୟୁଟରେ ବିଦ୍ୟାଦାତ୍ରୀ ମା’ ସରସ୍ଵତୀ ଦେବୀଙ୍କ ପୂଜାର୍ଚନା ଉତ୍ସବ ଅନୁଷ୍ଠାନର ସଭାପତି ଅଭିଜିତ ମିଶ୍ରଙ୍କ ନେତୃତ୍ୱରେ କୋରନା କଟକଣା ମଧ୍ୟରେ ସମ୍ପନ୍ନ ହୋଇଯାଇଛି ଏହି ପୁଜାଚ୍ଚନାରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ  ସହଯୋଗ କରିଥିଲେ l

Govt

Comments are closed.