ତା ୨୧/୨/୨୨ ଆଠଗଡ଼ ଅନ୍ତର୍ଗତ ଜିମସାର ପରିସରରେ ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ୍ ଆଜି ଉତ୍କଳ ମଣୀ ଗୋପବନ୍ଧୁ ଦାସ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ, ଏବଂ ନୃତନ ନର୍ସିଂ ମହାବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଏଥିରେ ଜିମସାର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ରଥ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ୍ କହିଲେ ଗୋପବନ୍ଧୁ ଦାସ ଥିଲେ ମାନବ ଜାତିର ଆଦର୍ଶ, ସେ ତାଙ୍କ ର ଜିବନ କାଳ ମାନବ ସେବାରେ ନିୟୋଜିତ କରିଥିଲେ, ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଶ୍ରୀଯୁକ୍ତ ପ୍ରଭାସ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ,ଜିମସାର ମୁଖ୍ୟ ଅଧିକାରୀ ଡ଼ଃ ପଦ୍ମଚରଣ ଦାସ ବିବରଣୀ ପାଠ କରିଥିଲେ, ଏବଂ ରାଜ୍ୟପାଳ ଜିମସାର କିଛି ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସମ୍ବନ୍ଧିତ କରିଥିଲେ, ଶେଷରେ ଶ୍ରୀଯୁକ୍ତ ରାଜେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ