Odisha news

ଆରତି ଦ୍ବାରା ବୃଦ୍ଧ,ବୃଦ୍ଧା ଙ୍କୁ ଶିତ ବସ୍ତ୍ର ବଣ୍ଟନ।

0

ପୋଲସରା,ପୋଲସର(ରଂଜୟ ପାଣିଗ୍ରାହୀ).ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତରେ ଆଜି ଏକ୍ସ ମହିଳା ସରପଞ୍ଚ ସୁଶ୍ରୀ ଆରତି ଦେବୀ ଅସହାୟ ଅବସ୍ଥାରେ ରହୁଥିବା ଢୁଙ୍କାପଡା ଗ୍ରାମର 100 ବୃଦ୍ଧା, ବୃଦ୍ଧ ଙ୍କୁ ଶିତ ଵସ୍ତ୍ର ବଣ୍ଟନ କରିଛନ୍ତି।ଏହି ପରିଭାବେ ଏହି ଋତୁରେ 1000 ଅସହାୟ ବୃଦ୍ଧ,ବୃଦ୍ଧା ଙ୍କୁ ବଣ୍ଟନ ପାଇଁ ଲକ୍ଷ ରଖିଥିବା ଆରତି ଦେବୀ ପତୀ କ୍ରିୟା ରେ କହିଛନ୍ତି।ଏହି ମହାନ କାମ କରିବଫଳ ରେ ନିଜକୁ କିଛି  ତୃପ୍ତି ମିଳେ।ଆରତି ଙ୍କ ଏହି ମହାନ କାଯ୍ୟ ପାଇଁ ଅଂଚଳ ବସି ଭୁରି ଭୁରି ପ୍ରଶଂସା କରିଛନ୍ତି।

Leave A Reply