Odisha news

ଆସନ୍ତାକାଲିଠୁ ୫ ଦିନିଆ ‘ପରୀକୁ ନ୍ୟାୟପାଇଁ ପଦଯାତ୍ରା’

0

 ଆସନ୍ତାକାଲି ୨୦ ତାରିଖସକାଳ ୯ଟାରେ ଭୁବନେଶ୍ୱରରୁ ଏକ ପଦଯାତ୍ରା ପରୀରଗାଁ ନୟାଗଡଜିଲ୍ଲା ଯଦୁପୁରକୁ ପଦଯାତ୍ରାକରିବ
 ରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କନେତୃତ୍ୱରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ପଦଯାତ୍ରାରେଯୋଗ ଦେବେମହିଳାମୋର୍ଚ୍ଚାରାଷ୍ଟ୍ରୀୟ ଅଧ୍ୟକ୍ଷାଶ୍ରୀମତୀଭନିତାଶ୍ରୀନିବାସନ
 ପରୀହତ୍ୟାକାଣ୍ଡଘଟଣାରସିବିଆଇ ତଦନ୍ତ ଏବଂ ପ୍ରଭାବିତକରୁଥିବା ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁଙ୍କବହିଷ୍କାରଏହି ପଦଯାତ୍ରାରମୁଖ୍ୟ ପ୍ରସଙ୍ଗହେବ
 ଏହି ଆନେ୍ଦାଳନରେସମାଜରସମସ୍ତବର୍ଗ, ସାମାଜିକକର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ,

ଛାତ୍ରନେତାଏବଂବିଭିନ୍ନବର୍ଗରନେତୃବୃନ୍ଦଙ୍କସହସାଧାରଣଜନତାସାମିଲହେବାପାଇଁରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କଅପିଲ୍
ଭୁବନେଶ୍ୱର,ତା.୧୯/୧୨:ଚଳିତମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାକରାଯାଉଛି । ଏହି ଧାରଣାଟି ଧିରେ ଧିରେଗୋଟିଏବଡ ଆନେ୍ଦାଳନରେ ପରିବର୍ତିତହୋଇଛିାଭାରତୀୟଜନତାପାର୍ଟିରାଜ୍ୟରସମସ୍ତ୧୪୭ଟି ବିଧାନସଭାରେ ପଦଯାତ୍ରାକରିଏହିଆନେ୍ଦାଳନକୁଆହୁରୀତୀବ୍ରତରକରିଛି । ପରୀସମେତରାଜ୍ୟରେ ନିଖୋଜ ୫ ହଜାରରୁଉଦ୍ଧ୍ୱର୍ ନିଖୋଜଶିଶୁଙ୍କୁ ନ୍ୟାୟ ପାଇଁ ଆସନ୍ତାକାଲିଠୁ ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଅନୁଷ୍ଠିତହେବ । ଆସନ୍ତାକାଲି ୨୦ ତାରିଖସକାଳ ୯ଟାରେ ଭୁବନେଶ୍ୱରରୁଏକ ପଦଯାତ୍ରା ପରୀରଗାଁ ନୟାଗଡଜିଲ୍ଲାଯଦୁପୁରକୁ ପଦଯାତ୍ରାକରିବ । ଏହି ପଦଯାତ୍ରାଲିଙ୍ଗରାଜମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ୯୮କିଲୋମିଟର ଯାତ୍ରାକରି ଯଦୁପୁରଟାରେ ପହଂଚିବବୋଲିରାଜ୍ୟମୁଖପାତ୍ର ଡ.ଯତୀନ ମହାନ୍ତିକହିଛନ୍ତି ।

ଆଜିରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଡ.ମହାନ୍ତିକହିଛନ୍ତି ଯେ, ଏହି ପଦଯାତ୍ରାଦିନକୁ ପାଖାପାଖି ୨୦କିଲୋମିଟର ହେବଏବଂ ଏଥିରେଭାରତୀୟଜନତାପାର୍ଟିରସମସ୍ତଶୀର୍ଷନେତୃତ୍ୱବିଭିନ୍ନ ପର୍ଯ୍ୟାୟରେଭାଗନେବେ । ପ୍ରଥମ ଦିନ ଏହି ପଦଯାତ୍ରାଲିଙ୍ଗରାଜମନ୍ଦିରଠାରୁ ଆରମ୍ଭ ହୋଇଜାଆଁଳା ପର୍ଯ୍ୟନ୍ତ ଯିବା ସେହିପରି ଦ୍ୱିତୀୟ ଦିନରେଜାଁଳାରୁସାରୁଅ, ତୃତୀୟ ଦିନରେସାରୁଅରୁବୋଲଗଡ, ଚତୁର୍ଥ ଦିନରେବୋଲଗଡରୁଇଟାମାଟିଏବଂଶେଷ ତଥା ପଂଚମ ଦିନରେଇଟାମାଟିରୁ ପରୀରଗାଁ ଯଦୁପୁରଠାରେ ପହଂଚିବ ।ଏହି ଯାତ୍ରାରେଭାରତୀୟଜନତାପାର୍ଟିରରାଜ୍ୟ ତଥା ରାଷ୍ଟ୍ରୀୟସ୍ତରୀୟନେତୃବୃନ୍ଦ ଭାଗନେବେ ।

ରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କନେତୃତ୍ୱରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବାଏହି ପଦଯାତ୍ରାରେମହିଳାମୋର୍ଚ୍ଚାରାଷ୍ଟ୍ରୀୟ ଅଧ୍ୟକ୍ଷାଶ୍ରୀମତୀଭନିତାଶ୍ରୀନିବାସନ ସାମିଲହେବେ ।ତାହାପରେରାଜ୍ୟନେତୃତ୍ୱଏବଂରାଷ୍ଟ୍ରନେତୃତ୍ୱ ପର୍ଯ୍ୟାୟକ୍ରମେଏହି ପଦଯାତ୍ରାରେଭାଗନେବେଏହି ଆନେ୍ଦାଳନ ସହିତ ନୟାଗଡରେ ଆନେ୍ଦାଳନ ମଧ୍ୟ ଚାଲୁରହିବଏବଂଶେଷ ଦିନରେସମସ୍ତେଏକାଠିହୋଇ ଯଦୁପୁରରେବଡସଭାଅନୁଷ୍ଠିତହେବାସହ ପରୀରବାପା,ମାଙ୍କୁଭେଟିବୁବୋଲିଡ.ମହାନ୍ତିସୁଚନା ଦେଇଛନ୍ତି ।
ପରୀସମେତରାଜ୍ୟର ୫ ହଜାରରୁଉଦ୍ଧ୍ୱର୍ ନିଖୋଜଶିଶୁଙ୍କମାଁମାନଙ୍କୁ ନ୍ୟାୟ ଦେବା ପାଇଁ ଦାବୀକରାଯାଇଥିବା ଦୁଇଟିମୁଖ୍ୟ ଦାବୀ ଯଥା, ଘଟଣାରସିବିଆଇ ତଦନ୍ତ ଏବଂ ପ୍ରଭାବିତକରୁଥିବା ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁଙ୍କବହିଷ୍କାରଏହି ପଦଯାତ୍ରାରମୁଖ୍ୟ ପ୍ରସଙ୍ଗହେବବୋଲିଡ.ମହାନ୍ତିକହିଛନ୍ତି ।

ଏହି ଆନେ୍ଦାଳନ ଏକ ଜନସଚେତନତା ଆନେ୍ଦାଳନ ହେବଏବଂଏହି ଆନେ୍ଦାଳନରେସମାଜରସମସ୍ତବର୍ଗ, ସାମାଜିକକର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତାଏବଂବିଭିନ୍ନବର୍ଗରନେତୃବୃନ୍ଦଙ୍କସହସାଧାରଣଜନତାସାମିଲହେବା ପାଇଁରାଜ୍ୟସଭାପତିଶ୍ରୀସମୀରମହାନ୍ତିସମସ୍ତଙ୍କୁ ଅପିଲ୍କରିଛନ୍ତିଡ.ମହାନ୍ତିସୁଚନା ଦେଇ କହିଛନ୍ତି ।

Leave A Reply