Odisha news

ଅବଦୁଲ କାଲାମ ଜନକଲ୍ୟାଣ ପରିଷଦଓ ପବ୍ଲିକ ରାଇଟିସ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ କରୋନା ଯୋଦ୍ଧl ମାନପତ୍ର ପ୍ରଦାନ

0

ଛତ୍ରପୁର   ୨୩/୧୧: ଅବଦୁଲ କାଲାମ  ଜନକଲ୍ୟାଣ ପରିଷଦ ଓ ପବ୍ଲିକ ରାଇଟିସ ଆସୋସିଏସନ ପକ୍ଷରୁ  ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ  ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କୁ କରୋନା ଯୋଦ୍ଧା ମାନପତ୍ର  ପ୍ରଦାନ ଅବଦୁଲା କାଲାମ ସଭାପତି  ପୂର୍ଣଚନ୍ଦ୍ର  ବେହେରା ଓ ପବ୍ଲିକ ରାଇଟିସଆସୋସିଏସନର  ସଭାପତି  ଭୀମସେନ ବେହେରା (ଶ୍ରମ ) ଅନ୍ୟ ମାନଙ୍କମଧ୍ୟରେ  ଗୌରୀଶଙ୍କର ପାତ୍ର, ରଶ୍ମିତା ସାହୁ   ପ୍ରମୁଖ, ମିତା ରାଣୀ ପଟ୍ଟନାୟକ ଓ ଗଣେଶ ଚନ୍ଦ୍ର  ବିଶ୍ୱାଳ ଉପସ୍ଥିତ ଥିଲେ l   ଜିଲ୍ଲାପାଳ  ସଚେତନ ନାଗରିକ ହିସାବରେ କୋଭିଡ  ନିୟମ ପାଳନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ l

Leave A Reply