Odisha news

ରାଇକିଆ ଅଞ୍ଚଳରୁ ପ୍ଲାଜମା ଦାନ କଲେ ୫ଜଣ, ବିଭିନ୍ନ ମହଲରେ ଶୁଭେଚ୍ଛା

0
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ବିିଭିନ୍ନ ଅଞ୍ଚଳର ୫ଜଣ ବ୍ୟକ୍ତି  ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ନିଜର ପ୍ଲାଜ୍‍ମା ଦାନ କରିଛନ୍ତି। ପ୍ଲାଜ୍‍ମା ଦାନ କରିଥିବା ବ୍ୟକ୍ତିମାନେ ହେଲେ ରାଇକିଆ ବ୍ଳକ ଇନ୍ଦ୍ରଗଡ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୂପେଶ କୁମାର ସାହୁ, ବଟକୃଷ୍ଣ ସ୍ୱାଇଁ, ପଞ୍ଚାନନ ସାହୁ, ଦୀପଲ ସାହୁ ଏବଂ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ବଡବାରବା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରବିଚନ୍ଦ୍ର ନାୟକ। ଏକ ଆରୋଗ୍ୟ ଟିମର ଡ଼ାକ୍ତର ପବିତ୍ର ମୋହନ ବିଶ୍ୱାଳ ଓ ଫାର୍ମାସିଷ୍ଟ ରୁପେଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ୫ ଜଣ ପ୍ଳାଜମା ପ୍ରଦାନ କରିଥିବା ବେଳେ ସେମାନଙ୍କୁ ବିିଭିନ୍ନ ମହଲରୁ  ଶୁଭେଚ୍ଛା ଦିଆଯାଇଛି।
Leave A Reply