Odisha news

ମେଡିକାଲ ପରୀକ୍ଷାରେ ଛାତ୍ରୀଙ୍କ କୃତ୍ତିତ୍ବ

0
ନର୍ଲା (ଦୀପକ କୁମାର ଠାକୁର) : ସର୍ବ  ଭାରତୀୟ   ମେଡିକାଲ  ପ୍ରବେଶିକା  ପରୀକ୍ଷା  ର  ଫଳ  ଆଜି  ପ୍ରକାଶ  ପାଇଛି ।ଏଥିରେ  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ  ନେହା  ଅଗ୍ରବାଲ  671 ନମ୍ବର  ରଖି ସର୍ବ ଭାରତୀୟ ସ୍ତରରେ  1126 ରେକ  ଆଣି  ଥିବା   ସମୟରେ  ଗୁରୁଜି  ଗୁରୁମା  ପିତା  ମାତା  କୁ ଶ୍ରୈୟ  ଦେଇ  ଥିବା  ବେଳେ   ଭୁବନେଶ୍ୱର  ଜୁପିଟର  କଲେଜ  ରେ  ଅଧ୍ୟୟନ କରି   ଭୁବନେଶ୍ବର  ଆକାଶ  ସଂସ୍ଥା  ରେ କୋଚିଂ  କରୁଥିଲେ । ସେ ଦ୍ୟୈନିକ  07 ରୁ 08 ଘଣ୍ଟା  ପରିଶ୍ରମ  କରୁଥିଲେ।   ପିତା ଅନିଲ ଅଗ୍ରୱାଲ  ସାମ୍ବାଦିକ  ଥିବା ବେଳେ  ମା  କିରଣ  ଅଗ୍ରବାଲ   ଜଣେ  ଗ୍ରୁହିଣି  ଅଟନ୍ତି।   ସେ ମାଟ୍ରିକ ପରୀକ୍ଷା  ରେ  90 ପ୍ରତିଶତ  ନମ୍ବର ରଖି  ଥିବା ବେଳେ  ପ୍ଳସ ଟୁ ପରିଖ୍ୟୟା  ରେ 92 ପ୍ରତିଶତ  ନମ୍ବର ରଖି  ଥିଲେ।
Leave A Reply