Odisha news

୪ଫୁଟ ଲମ୍ବର ରଣା ସାପ ଉଦ୍ଧାର

0

ନୀଳଗିରି-୦୫/୧୦ : -ଔପଦା ବ୍ଲକ ଇଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ବାସିନ୍ଦା ଗୌରାଙ୍ଗ ରାଉତଙ୍କ ଘରେ ଏକ ୪ଫୁଟ ଲମ୍ବର ରଣାସାପ ପଶିଯାଇଥିଲା । ଖବର ପାଇ ଟୁରିଷ୍ଟ ଗାଇଡ୍ ତଥା ସାପ ଧରାଳି ମହେଶ୍ୱର ଦାଶ ଘଟଣାସ୍ଥଳରେ ପହଞ୍ଚô କୌଶଳ କ୍ରମେ ରଣାସାପଟିକୁ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି

Nalco
Leave A Reply