Odisha news

ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ଭୋସିଡ଼ିଲା।ଜଣେ ଗୁରୁତର।

0

ତେଲକୋଇ : ତେଲକୋଇ ବ୍ଳକ ଅନ୍ତର୍ଗତ ଶିବନାରାୟଣପୁର ଗୋଡ଼ା ଗ୍ରାମରେ ଘର କାନ୍ଥ ପଡିଯିବାରୁ ଜଣେ ଗୁରୁତର ହୋଇଛନ୍ତି।ଗୁରୁତର ଜଣକ ହେଲେ ଗଙ୍ଗା ମହାକୁଡ଼ (୫୦)।ଗଙ୍ଗା  ସୋମବାର ସକାଳୁ ଘରେ ବସିଥିବା ବେଳେ ହଠାତ ଘରର ମାଟି କାନ୍ଥ ତାଙ୍କ ଉପରେ ଖସି ପଡ଼ିଥିଲା।

ସାଇ ପଡିସା ଲୋକ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ।ଫଳରେ ସେ ଗୁରୁତର ହୋଇପଡିଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ଯୋଙ୍ଗେ ତେଲକୋଇ ସୁସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ସେ ଗୁରୁତର ଥିବାରୁ ଜିଲ୍ଲା ସୁସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply