Odisha news

ତେଲକୋଇ : ବେଆଇନ ବାଲି ଚୋରା ଚାଲାଣ , ୫ଟ୍ରାକ୍ଟର ଜବତ

0
ତେଲକୋଇ୧୧/୮-ତେଲକୋଇ ତହସିଲ ଅନ୍ତର୍ଗତ ସମାକୋଇ ନଦୀର କୁମୁଣ୍ଡୁ ଘାଟରୁ ବେ ଆଇନ ବାଲି ଚୋରା ଚାଲାଣ ବେଳେ ୫ଟି ଟ୍ରାକ୍ଟର କୁ ତେଲକୋଇ ତହସିଲଦାର ଅଶ୍ବନୀ କୁମାର ନାୟକ ଜବତ କରିଥୀବା ଜଣାପଡିଛି ।ତେବେ କରୋନା ପାଇଁ ଗତ ମାର୍ଚ୍ଚ ମାସରେ ତେଲକୋଇ ବାଲିଘାଟକୁ ଛାଡି ଅନ୍ୟ ବାଲିଘାଟ ଗୁଡିକ
 ନିଲାମ ହୋଇ ନଥିବାରୁ ସମସ୍ତ ବାଲିଘାଟ ଗୁଡିକ ଉପରେ  ରାଜସ୍ବ ବିଭାଗ ନଜର ରଖିଛି ।ଆଜି ମଙ୍ଗଳବାର ପ୍ରାୟ ଦିନ ଗୋଟାଏ ବେଳକୁ  ସମାକୋଇ ନଦୀର କୁମୁଣ୍ଡ ଘାଟରେ ଚଢାଉ କରି ଦୁଇ ଟି ନମ୍ବର ବିହିନ ଟ୍ରାକ୍ଟର ସହିତ ଅନ୍ୟ ୩ଟି ଗାଡି ନମ୍ବର
ଓଡି୦୯-୬୨୬୯,ଓଆର୦୯ଏନ-୩୨୦୬ଓ ଓଡି୦୯ଆର-୫୯୬୪ ଏତିକିଙ୍  ଟ୍ରାକ୍ଟର ଜବତ କରିଛନ୍ତି ।ତେଲକୋଇ ତହସିଲଦାର ।ସେହିଭଳି ଆଗାମୀ ଦିନରେ ଚୋରା।ବାଲି ଚାଲାଣ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।
Leave A Reply