Odisha news

ନିରବ ମୋଦିର ହୀରାସତ ଅବଧି ୨୭ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ିଲା ,ଶୁଣାଣି ସେପ୍ଟେମ୍ବରରେ ଆରମ୍ଭ ହେବ

0

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦିର ହୀରସତ ଅବଧି ଅଗଷ୍ଟ ୨୭ ପର୍ଯ୍ୟନ୍ତ ବଢ଼େଇ ଦିଆ ଯାଇଛି l ୨ ଆରବ ଡଲାର ନେଇ ପଞ୍ଜାବ ନେସନାଲ ବ୍ୟାଙ୍କରେ ଘୋଟଲା ମାମଲାରେ ଆରୋପି ନିରବ ମୋଦିଙ୍କୁ ବ୍ରିଟେନର ଏକ ଅଦାଲତରେ ଭିଡିଓ କନ୍ଫରେସିଙ୍ଗ ଜରିଆରେ ହଜାର କରାଯାଇଥିଲା l ଗତ ବର୍ଷ ମାର୍ଚ ମାସରେ ଗିରଫଦାରୀ ପରେ ୪୯ ବର୍ଷୀୟ ହୀରା ବ୍ୟବସାୟୀ ଦକ୍ଷିଣ ପଶ୍ଚିମ ଲଣ୍ଡନର ବାଂଡ୍‌ସବର୍ଥ ଜେଲରେ ବନ୍ଦୀ ହୋଇ ଅଛନ୍ତି l

ତାଙ୍କୁ ଲଣ୍ଡନରେ ବେଷ୍ଟମିଷ୍ଟର ମାଜିଷ୍ଟେଟଙ୍କ ଅଦାଲତରେ ଜିଲ୍ଲାନୟାଧିଶ ବେନେସl ବେରେଟସରଙ୍କ ଆଗରେ ଭିଡିଓ କନ୍ଫରେସିଙ୍ଗ ଜରିଆରେ ହଜାର କରାଯାଇଥିଲା l ତାଙ୍କୁ କୁହାଯାଇଥିଲା ଯେ ୭ ସେପ୍ଟେମ୍ବରରୁ ୫ ଦିନର ଶୁଣାଣି ହେବ ଆଗରୁ ଶୁଣାଣି ମାମଲାର ପ୍ରବନ୍ଧନ ଶୁଣାଣି ହେବ l ନ୍ୟୀୟାଧିଶ କହିଲେ ଯେ “ଆପଣ ଆଉଥରେ ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ହଜାର ହେବେ l ଆପଣଙ୍କ ଓକିଲ ଅଦାଲତରେ ଉପସ୍ଥିତ ରହି ପାରିବେ l ”

ନିରବ ମୋଦିଙ୍କ ପ୍ରତ୍ୟାରପଣ ମାମଲାର ଶୁଣାଣି ପ୍ରଥମ ଚରଣରେ ମଇ ମାସରେ ନ୍ୟାୟାଧୀଶ ଗୁଜି ଶୁଣାଣି କରିଥିଲେ ଓ ଦ୍ୱିତୀୟ ଚରଣର ଶୁଣାଣି ୭ ରୁ ୧୧ ସେପ୍ଟେମ୍ବର ମଧ୍ୟରେ କରାଯିବ l ଆସନ୍ତା ମାସରେ ହେବାକୁ ଥିବା ଶୁଣାଣିରେ ନିରବ ମୋଦିଙ୍କ ବିରୁଦ୍ଧରେ ପ୍ରଥମ ଦ୍ରୁଷ୍ଟାତା ମାମଲା ପ୍ରସ୍ତୁତ କରିବା ପାଇଁ ପୁଅର କରାଯିବ ଓ ଭାରତୀୟ ଅଧିକାରୀ ଦୁତୀୟ ଥର ପାଇଁ ପ୍ରତ୍ୟର୍ପଣର ଆଗ୍ରହ ପ୍ରକାଶ କରିବେ ,ଯାହାକୁ ଚଳିତ ବର୍ଷର ଆରମ୍ଭରେ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲ ମଞ୍ଜୁରୀ ଦେଇଥିଲେ l

Leave A Reply