Odisha news

ଜୀବବିଜ୍ଞାନ ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0

ଭୁୁବନେଶ୍ୱର,୧୬ ଜୁଲାଇ – ୫୦,୦୦୦ରୁ ଉର୍ଦ୍ଧ୍ୱ କୋଭିଡ୍ ପରୀକ୍ଷଣ କରି ଏକ ମାଇଲ୍ ଖୁଂଟ ହାସଲ କରିଥିବାରୁ ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌), ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କୋଭିଡ୍ ପରୀକ୍ଷଣ ବୃଦ୍ଧି ମାଧ୍ୟମରେ ମହାମାରୀ ପ୍ରତିରୋଧ ଦିଗରେ ଜୀବବିଜ୍ଞାନ ପ୍ରତିଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Govt
Leave A Reply