Odisha news

ମାନୁଷୀ ବୁ୍ୟଟି ୱିଥ୍‌ ବ୍ରେନ୍‌

0

୨୦୧୭ରେ ବିଶ୍ୱ ସୁନ୍ଦରୀ ସମ୍ମାନ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ମାନୁଷୀ ଛିଲ୍ଲର ଗୁରୁବାର ୨୩ତମ ଜନ୍ମ ଦିବସ ପାଳନ କରୁଛନ୍ତି । ମାନୁଷୀ ବୁ୍ୟଟି ୱିଥ୍‌ ବ୍ରେନ୍‌ର ପ ର େ ଫକଫ କମ୍ବିନେଶନ୍‌ ବୋଲି ମିସ୍‌ ୱଲïର୍ର ଫ।ଇନ।ଲ
ର । ଉ ଣ୍ଡ ୍‌ େ ର ପ ୍ର ମ । ଣ କରିଦେଇଥିଲେ । କ୍ରାଉନ୍‌ ପାଇଁ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା, କେଉଁ ପ୍ରଫେଶନ୍‌କୁ ସବୁଠୁ ଅଧିକ ବେତନ ମିଳିବା ଉଚିତ ଓ କାହିଁକି ? ସେ ଉତ୍ତର ଦେଇଥିଲେ ମା’କୁ ସବୁଠୁ ଅଧିକ ସମ୍ମାନ ମିଳିବା ଉଚିତ ଓ ଯେପର୍ଯ୍ୟନ୍ତ ସାଲାରି କଥା, ଏହାର ଅର୍ଥ ଟଙ୍କା ସହ ନାହିଁ, ସମ୍ମାନ ଓ ଭଲପାଇବା ସହ । ମିସ୍‌ ଇଣ୍ଡିଆ କମ୍ପିଟିଶନ୍‌ ପୂର୍ବରୁ ସେ ମେଡିକାଲ ପଢ଼ୁଥିଲେ । ଏହି ସମ୍ମାନ ଜିତିବା ପରେ ମେଡିକାଲ କଲେଜରୁ ବର୍ଷେ ବ୍ରେକ୍‌ ନେଇଥିଲେ । ମାନୁଷୀଙ୍କ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ୨୦୦୦ରେ ଏହି ସମ୍ମାନ ଜିତିଥିଲେ ।

Govt
Leave A Reply