ବାଲିଗୁଡା,୮/୬-;ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଂଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ଏିଥରେ ବିଡିଓ ଅକ୍ଷୟ ମଲ୍ଲିକ,ତହସିଲଦାର ଦିପ୍ତୀପ୍ରକାଶ ବେହେରା ,ସରପଂଚ ରଂଜୁଲତା ମଲ୍ଲିକ ,ଜିପିଓ ଅମ୍ରେଶ ରଥ ପ୍ରମୁଖ ମଂଚାସିନ ଥିଲେ । ଏଥିରେ ସମୁଦାୟ ୭୪ଗୋଟି ଅଭିଯୋଗ ଶୁଣାଣି ହୋଇଛି ଏଥିମଧ୍ୟରୁ ବ୍ୟକ୍ତିଗତ ୬୮ଟି ଓ ଗୋଷ୍ଠିଗତ ୬ଟି ଅଭି୍େୟାଗ ହୋଇଛି । ପଂଚାୟତ ସ୍ତରରେ ହେଉଥିବାରୁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ଆବାସ ,ଭତା ଓ ରାସ୍ତାଘାଟକୁ ନେଇ ଅଭିଯୋଗ କରିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକ ବେହେରା ପରିଚାଳନାକରିଥିଲେ ।