Odisha news

କମ୍ପ୍ଲିଟ ହେଲା ପ୍ରୟାଗରାଜ ର ଭାଇରଲ ଗାର୍ଲ ମୋନାଲିସଙ୍କର ଚଳଚିତ୍ର ‘ଡାଏରୀ ଅଫ ମଣିପୁର ‘

0

ମହାକୁମ୍ଭ ରେ ମାଳି ବିକ୍ରି କରୁଥିବା ମୋନାଲିସା ବର୍ତମାନ ହିରୋଇନ ହୋଇ ସାରିଛନ୍ତି , ଖୁବ ଶୀଘ୍ର ତାଙ୍କ ଅଭିନୀତ ଚଳଚିତ୍ର ‘ ଡାଏରୀ ଅଫ ମଣିପୁର ‘ ରିଲିଜ ହେବାକୁ ଯାଉଛି l ଚଳଚିତ୍ର ଟିକୁ ନିର୍ଦେଶନା ଦେଇଛନ୍ତି ନିର୍ଦେଶକ ମନୋଜ ମିଶ୍ର , ଯାହାଙ୍କ ର ହାତ ରହିଛି ମୋନାଲିସା ଙ୍କୁ ତିଆରି କରିବାରେ l ଏବଂ ଆଗକୁ ମୋନାଲିସା ଦକ୍ଷିଣ ଭାରତ ର ଚଳଚିତ୍ର ରେ ମଧ୍ୟ ଅଭିନୟ କରିବେ l

ଡାଏରୀ ଅଫ ମଣିପୁର କୁ ନିର୍ଦେଶନା କରିବା ସମୟ ରେ ମନୋଜ ଙ୍କୁ ଖୁବ ଅସୁବିଧା ର ସମୁଖୀନ ହେବାକୁ ପଡିଥିଲା , ସେ ରେପ କେଶ ର ମିଥ୍ୟା ଆରୋପ ରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ l ସବୁ ସ୍ଥାନରୁ କ୍ଲିନ ଚିଟ ମିଳିବା ପରେ ସେ ଏହି ଚଳ ଚିତ୍ର କୁ ସମ୍ପୂର୍ଣ କରିଥିଲେ l

ମନୋଜ ନିଜ ଇନଷ୍ଟା ଆକାଉଣ୍ଟ ରେ ଚଳଚିତ୍ର ର ହୋଟିଏ ସିନ ପକାଇ ମୋନାଲିସା ଙ୍କ ର ପ୍ରଶଂସା କରିଛନ୍ତି , ସେ ଲେଖିଛନ୍ତି ଡାଏରୀ ଅଫ ମଣିପୁର ରେ ଦେଖା ଯାଇଥିବା ଅନେକ ଘଟଣା ସତ୍ୟ ଅଟେ l ଏହି ଚଳଚିତ୍ର କୁ ପ୍ରସ୍ତୁତ କରିବା ମୋ ପକ୍ଷରେ ସହଜ ନଥିଲା l ମୋନାଲିସା ଙ୍କ ଅଭିନୟ ଏହି ଚଳଚିତ୍ର କୁ ଜୀବିତ କରିଛି l ଏହି ଚଳଚିତ୍ର ରେ ମୋନାଲିସା ଙ୍କ ବିପକ୍ଷ ରେ ଆକ୍ଟର ଅଭିଷେକ ତ୍ରିପାଠୀ ଅଭିନୟ କରିଛନ୍ତି l

Leave A Reply