ରବିବାର ସେପ୍ଟେମ୍ବର ୬ ତାରିଖ ଦିନ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ ରେ ମଧ୍ୟପ୍ରଦେଶ ର କ୍ରାନ୍ତି ଗୌଡ଼ ଭାରତ କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି l ୨୨ ବର୍ଷୀୟା କ୍ରାନ୍ତି ନିଜ ବୋଲିଙ୍ଗ ଦ୍ୱାରା ପାକିସ୍ତାନ ର ୩ ଟି ଉଇକେଟ ନେଇ ଭାରତ ପାଇଁ ବିଜୟ ର ରାସ୍ତା ଖୋଲି ଦେଇଥିଲେ l କ୍ରାନ୍ତି ୧୦ ଓଭର ରେ ମାତ୍ର ୨୦ ର ନ ଦେଇ ୩ ଉଇକେଟ ନେଇଥିଲେ ଏବଂ ୩ ମେଡେନ୍ ଓଭର ମଧ୍ୟ ବୋଲିଙ୍ଗ କରିଥିଲେ l
ଏହି ମ୍ୟାଚ ରେ କ୍ରାନ୍ତି ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଦିଆଯାଇଥିଲା l କ୍ରାନ୍ତି ଙ୍କ ଗ୍ରାମରେ ତାଙ୍କ ମ୍ୟାଚ ଦେଖିବା ପାଇଁ ବଡ଼ led ସ୍କ୍ରିନ ଲଗାଯାଇଥିଲା l ଏବଂ ଭାରତୀୟ ଦଳର ବିଜୟ ଲଭ ପରେ ଏବଂ କ୍ରାନ୍ତି ଙ୍କ ର ଧୁଆଁ ଧାର ବୋଲିଙ୍ଗ ପରେ ଗ୍ରାମ ଲୋକେ ବଡ଼ LED ସ୍କ୍ରିନ ଲଗାଇବାର ଲଭ ପାଇଛନ୍ତି ବୋଲି କହିଥିଲେ l
ପାକିସ୍ତାନ ର ଓପନର ବ୍ୟାଟର୍ସ୍ ସଦାଫ ସମସ ଙ୍କୁ ଆଉଟ କରି ଖାତା ଖୋଲିଥିଲେ l କ୍ରାନ୍ତିଙ୍କ ଏଭଳି ବୋଲିଙ୍ଗ ଦ୍ୱାରା ପାକିସ୍ତାନ ପରାଜୟ ର ସ୍ୱାଦ ଚାଖି ଥିଲା l