Odisha news

କାହିଁକି ଅଚାନକ ବିବାଦ ଘେରକୁ ଆସିଲେ ଗାୟକ  କୁମାର ସାନୁ

0

୯୦ ଦଶକର ପ୍ରସିଦ୍ଧ ଗାୟକ କୁମାର ସାନୁ ଙ୍କ ସଂଗୀତ ଭାରତୀୟଙ୍କ ହୃଦୟରେ ଗୋଟିଏ ଗଭୀର ଛାପ ଛାଡିଥିଲା l ଯାହାର ଭାଇଭ୍ରେସନ ଆଜି ମଧ୍ୟ ରହିଛି, କିନ୍ତୁ ଆଜିକାଲି କୁମାର ସାନୁ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ମେଡିଆରେ ଛାଇ ଯାଇଛନ୍ତି l ଅଭିନେତ୍ରୀ କୁନୀକା ସଦାନନ୍ଦ ସିଙ୍ଗର କୁ ନେଇ ଅନେକ ଖୁଲାସା କରିଛନ୍ତି, କୁନୀକା ଙ୍କ କଥା ଆଜି ମଧ୍ୟ ଲୋକେ ଭୁଲିନାହାନ୍ତି l ଏହା ମଧ୍ୟରେ ସିଙ୍ଗର ଙ୍କ ପ୍ରଥମ ପତ୍ନୀ ରୀତା ଭାଟାଚାର୍ଯ୍ୟ ଙ୍କ ବୟାନ ବଲିଉଡ ଜଗତରେ ହଲଚଲ ସୃଷ୍ଟି କରିଛି l

କିନ୍ତୁ ଆଜିକାଲି କୁମାର ସାନୁ ଙ୍କ ଉପରବ ପତ୍ନୀଙ୍କ କିଛିଟା ବୟାନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି l ପୂର୍ବରୁ କୁନୀକା କହିଥିଲେ ଯେ ସେ ବିବାହିତ ପୁରୁଷ ଙ୍କ ସହିତ ଅନେକ ବର୍ଷରୁ ସମ୍ବନ୍ଧ ରଖି ଆସିଥିଲେ l କିନ୍ତୁ ତାଙ୍କୁ ଧୋକା ମିଳିଥିଲା, ସେ ଜଣେ ପ୍ରସିଦ୍ଧ ଗାୟକ ଅଟନ୍ତି l

କୁନୀକା ଙ୍କ ପରେ ତାଙ୍କ ପୁଅ ଗୋଟିଏ ଇଣ୍ଟରଭିୟୁ ରେ କୁମାର ସାନୁ ଙ୍କୁ ଜଣେ ଟକ୍ସିକ ବ୍ୟକ୍ତି ବୋଲି କହିଥିଲେ, ସେ କହିଥିଲେ ତାଙ୍କ ମା ଜଣେ ଭୁଲ ଲୋକଙ୍କୁ ବିବାହ କରିଥିଲେ, ଏବଂ ଏହି ଇଣ୍ଟରଭିୟୁ ରେ କୁମାର ସାନୁ ଙ୍କ ପତ୍ନୀ ରିତା ଭଟାଚାର୍ଯ୍ୟ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଦେଇଥିଲେ , ବିବାହ ବିଛେଦ ର ୩୨ ବର୍ଷ ପରେ ସେ ସାନୁ ଙ୍କୁ ଜଣେ ଅଏସ ଖୋର ବ୍ୟକ୍ତି ବୋଲି କହିଥିଲେ l ରିତା ଙ୍କୁ ସେ ଗର୍ଭାବସ୍ଥା ରେ ଖୁବ ନିର୍ଯ୍ୟାତନା ଦେଇଥିଲେ l ରିତାଙ୍କ ଜୀବନ ଏବଂ ପିଲାଙ୍କ ଜୀବନ ବ୍ୟତିବ୍ୟସ୍ଥ ହୋଇଯାଇଥିଲା l

ଏହାକୁ ନେଇ ବର୍ତମାନ ପର୍ଯ୍ୟନ୍ତ କୁମାର ସାନୁ ଙ୍କ ନିକଟରୁ କୌଣସି ଟିପାଣି ଆସିନାହିଁ l କୁମାର ସାନୁ ଏବଂ ରିତା ଭାଟାଚାର୍ଯ୍ୟ ଙ୍କର ୧୯୮୬ ରେ ବିବାହ ହୋଇଥିଲା, ଏବଂ ବିବାହ ପରେ ଉଭୟଙ୍କର ୩ଟି ସନ୍ତାନ ହୋଇଥିଲା, ୧୯୯୪ ରେ ଉଭୟଙ୍କ ର ବିବାହ ବିଛେଦ ହୋଇଥିଲା, ଏବଂ କୁମାର ସାନୁ ଙ୍କର କୁନୀକା ସଦାନନ୍ଦ ଙ୍କ ସହିତ ଆଫେୟାର ହୋଇଥିଲା, ଏହାପରେ କୁମାର ସାନୁ ୨୦୦୧ ରେ ସେ ସୋନାଲୀ ଭାଟାଚାର୍ଯ୍ୟ ଙ୍କୁ ବିବାହ କରିଥିଲେ l

Leave A Reply