ଦୁନିଆର ସମସ୍ତ ମୁସଲମାନ ମାନଙ୍କ ପାଇଁ ସାଉଦି ଅରବର ବିଶେଷ ମହତ୍ୱ ରଖିଥାଏ, ଏଠାକୁ ପ୍ରତ୍ୟେକ ବର୍ଷ ଦୁନିଆର ସମସ୍ତ ରାଷ୍ଟ୍ରର ମୁସଲମାନ ଧର୍ମାବଲମ୍ବୀ ଲୋକେ ତୀର୍ଥ ଯାତ୍ରା ଯାଇ ଥାଆନ୍ତି l ସାଉଦି ସରକାର ଇସ୍ଲାମ ର ତୀର୍ଥଯାତ୍ରୀ ଙ୍କ ପାୟନ ବିଶେଷ ଧ୍ୟାନ ରଖନ୍ତି l ଭାତରତ ସରକାର ପ୍ରତି ବର୍ଷ ମୁସଲମାନ ତୀର୍ଥ ଯାତ୍ରୀ ଙ୍କ ପାୟନ ତୀର୍ଥ ଯାତ୍ରାର ବିଶେଷ ଧ୍ୟାନ ରଖନ୍ତି l ମିଳିଥିବା ସୂଚନା ଅନୁସାରେ ମକ୍କା ଓ ମଦିନା ର ତାପମାତ୍ରା ସକାଳ ୧୧ ଟା ରୁ ଦଂ ୩ଟା ପର୍ଯ୍ୟନ୍ତ ତାପମାତ୍ରା କଯିବ ଅଧିକ ରହିଥାଏ l ତେଣୁ ଏହି ସମୟ ରେ ତୀର୍ଥଯାତ୍ରୀ ଙ୍କୁ ଅଧିକ ବାଟ ଖାଲି ପାଦରେ ଯିବା ସମୟ ରେ ବିଶେଷ ଧ୍ୟାନ ରଖିବାକୁ କୁହାଯାଇଥାଏ l
ଚଳିତ ବର୍ଷ ହଜ ଏବଂ ଉମରା ମନ୍ତ୍ରଣାଳୟ ର ରିପୋର୍ଟ ଅନୁସାରେ ଯାତ୍ରୀ ମାନଙ୍କୁ ଅଧିକ ଓଜନିଆ ଜିନିଷ ଉଠାଇବା ପାୟନ ମଧ୍ୟ ବାରଣ କରାଯାଇଛି l ଏହାଛଡା ପବିତ୍ର ଧର୍ମ ପୀଠ ଏବଂ ମସଜିଦ ଯିବାକୁ ସ୍ୱତନ୍ତ୍ର ଅନୁମତି ନେବା ଜରୁରୀ l ବିନା ପରାମର୍ଶ ରେ ଯିଏ ବି ଯିବ ସେ ଅସୁବିଧା ର ସମୁଖୀନ କରିବ ବୋଲି କୁହାଯାଇଛି l
ଯେପରି ଉମରା କିମ୍ବା ହଜ ଯାତ୍ରୀମାନେ କୌଣସି ଠକାମୀ ରେ ପଡିବେ ନାହିଁ ସେଥିପାଇଁ ସରକାର, ସରକାରୀ କମ୍ପାନୀ ମାନଙ୍କର ତାଲିକା ବାହାର କରିଛନ୍ତି l ଯାହାକି ତୀର୍ଥଯାତ୍ରୀ ଙ୍କୁ ଠକାମୀ ରୁ ଫଉରେଇ ରଖିବ l ମନ୍ତ୍ରଣାଳୟ ର ଅଫିସିଆଲ ସାଇଡ ରେ ୧୧୩ ଟି ସାର୍ଟିଫଏଡ କମ୍ପାନୀ ର ତଥ୍ୟ ଦିଆଯାଇଛି l ଏବଂ ତୀର୍ଥ ଯାତ୍ରା ପୂର୍ବରୁ ସମସ୍ତ ତଥ୍ୟ ସଠିକ ଭାବରେ ଯାଞ୍ଚ କରି ପଇସା ପଂଜିକୃତ କରିବା ପାଇଁ କୁହାଯାଇଛି l