ସାଉଦି ଆରବ ଭାରତ ସହିତ କରିଛି ଏଭଳି ଗଦାରୀ ଯାହାର ମୂଲ୍ୟ ତାଙ୍କୁ ଭବିଷ୍ୟତ ରେ ଦେବାକୁ ପଡିବ l ସାଉଦି ଆରବର ହ୍ରାସ ପାଉଥିବା ଶକ୍ତ ଏବଂ ବୃଦ୍ଧି ହେଉଥିବା ଅସ୍ଥିରତା ତାକୁ ଏଭଳି ନିଷ୍ପତି ନେବାକୁ ବାଧ୍ୟ କରିଦେଇଛି ଯାହାକି ଭାରତ ବିରୋଧୀ ଅଟେ, ଭାରତ ଏହାକୁ ନେଇ ବଡ଼ ଘୋଷଣା କରିଛି l ଗତ କିଛି ସମୟ ହେଲାଣି ସାଉଦି ଆରବ ଭାରତର ସଂହୁକ୍ତ ଆରବ ରାଷ୍ଟ୍ର ରେ ବଢୁଥିବା ଗୁରୁତ୍ୱ କୁ ନେଇ ଚିନ୍ତିତ ଥିଲା, ଏମିତି ରେ ଭାରତ ର ସମକକ୍ଷ ହେବା ପାଇଁ ସାହସ କରୁନଥିବା ଦେଶ ପାକିସ୍ତାନ ର ନିକଟତର ହୋଇଛି ସାରଦି ଆରବ, ଏପରି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ଶରିଫ ଏବଂ ସାଉଦି ଅରବାର ରକ୍ଷା ସଚିବ ଗୋଟିଏ ଏଭଳି ଚୁକ୍ତି ରେ ସାଇନ କରିଛନ୍ତି ଯାହା ଭାରତ ବିରୋଧୀ ଅଟେ l
ଯଦି ଅପରେସନ ସିନ୍ଦୁର କୁ ନେଇ ଭାରତ ପାକିସ୍ତାନ ଉପରେ ପୁନର୍ବାର ଆକ୍ରମଣ କଲା ତେବେ ସାଉଦି ଆରବ ପାକିସ୍ତାନ ସହିତ ସହଯୋଗ କରିବ l କିନ୍ତୁ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି ଯେ ପାକିସ୍ତାନ ର କବ୍ଜା ରେ କିପରି ଫସିଗଲା ସାଉଦି ଆରବ l ବିଶେଷଜ୍ଞ ଙ୍କ ମତରେ ବୋଧହୁଏ ସାଉଦି ଆରବ ଭାରତର ଗ୍ଲୋବାଲ ରିପ୍ରେଜେଣ୍ଟ କୁ ଭୟ କରି ଯାଇଛି l
ଇଉରୋପ କୁ ରିଫାଇଣ୍ଡ ଅଏଲ ପଠାଇବାରେ ଭାରତ ସାଉଦି ଆରବ କୁ ପଛରେ ପକାଇ ସାରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ଭାରତ ରୁଷ ନିକଟରୁ ଯେଉଁ ତେଲ କିଣିଥାଏ ତାହାକୁ ପ୍ରୋସେସ କରି ଇଉରୋପ କୁ ବିକ୍ରି କରିଥାଏ l ଏବଂ ସାଉଦି ଆରବ ନିକଟରୁ ବର୍ତମାନ ଭାରତ ଆଉ ତେଲ କିଣୁ ନାହିଁ ବର୍ତମାନ ରୁଷ ନିକଟରୁ କିଣୁଛି l ଏଭଳି ଅନେକ କାରଣ ରହିଛି l
ଯଦି ଅପରେସନ ସିନ୍ଦୁର ସମୟ ରେ ଆମେରିକା କଥା ଭାରତ ଶୁଣିଲା ନାହିଁ ତେବେ ସାଉଦି ଆରବ କିଏ , ତେଣୁ ଭାରତ ପାକିସ୍ତାନ କୁ ତାର କୁ କାର୍ଯ୍ୟ ର ଦଣ୍ଡ ଦେବା କଥା ଦେବ l