Odisha news

Instagram ନା YouTube କେଉଁଠୁ ମିଳିଥାଏ ସବୁଠୁ ଅଧିକ ପଇସା ?

0

ଆଜିର ସମୟ ରେ ସୋସିଆଲ ମିଡ଼ିଆ କେବଳ ମନୋରଞ୍ଜନ ର ମାଧ୍ୟମ ନୁହେଁ, ବରଂ ରୋଜଗାର ର ଗୋଟିଏ ମାଧ୍ୟମ ହୋଇଯାଇଛି, ଲକ୍ଷ ଲକ୍ଷ ଲୋକେ ଇନ୍ଷ୍ଟଗ୍ରାମ ଓ ୟୁଟିୟୁବ ଭଳି ପ୍ଲାଟଫର୍ମ ରେ କଣ୍ଟେଟ ତିଆରି କରି ନିଜର ରୋଜଗାର ର ମାଧ୍ୟମ ଖୋଲି ସାରିଛନ୍ତି, ଅନେକ ସମୟ ରେ କ୍ରିଏଟର୍ସ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ ଯେ କେଉଁଠୁ ଅଧିକ ଅର୍ଥ ଉପାର୍ଜନ ହୋଇଥାଏ ?

ୟୁଟିୟୁବ ରୁ କେତେ ରୋଜଗାର ହୋଇଥାଏ ?
ୟୁଟିୟୁବ ହେଉଛି ସବୁଠୁ ବଡ଼ ରୋଜଗାର ର ସ୍ରୋତ , ଯଦି କୌଣସି ଭିଡିଓ ଆମେ ଦେଖୁଛେ ସେଥିରେ ଦେଖାଯାଉଥିବା ବିଜ୍ଞାପନ ଦ୍ୱାରା କ୍ରିଏଟର ଙ୍କୁ ପଇସା ମିଳିଥାଏ, ଏହାଛଡା
ଇୟୁଟ୍ୟୁବ ରେ :
ସ୍ପନସରସିପି ଡୀଲସ
ମେମ୍ବରସିପ ପ୍ଳାସ
ସୁପର ଚ୍ୟଟ ଓ ସୁପର ଥ୍ୟଂକ୍ସ
ଫଇଲିଏଟ ମାର୍କେଟିଙ୍ଗ ଏଭଳି ଅନେକ ଉପାୟ ରହିଛି ଯାହାଦ୍ୱାରା ରୋଜଗାର ହୋଇପାରିବ l

ଇୟୁଟ୍ୟୁବ ର ଲାଭ ଏହା ରହିଛି କି ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଡିଓ ଦ୍ୱାରା ଆୟ ହୋଇଥାଏ, ପୁରୁଣା ଭିଡିଓ ଦ୍ୱାରା ମଧ୍ୟ ଦୀର୍ଘ ଦିନ ପରେ ପଇସା ରୋଜଗାର କରିହେବ l

Instagram କିଭଳି ରୋଜଗାର ହୋଇଥାଏ –
ଇନ୍ଷ୍ଟଗ୍ରାମ ବର୍ତମାନ କେବଳ ବିଜ୍ଞାପନ ରେ ସୀମିତ ରହିଛି, Instagram ର ଗୋଟିଏ ଲାଭ ହେଉଛି ଏଠାରେ ଦ୍ରୁତ ବେଗରେ ଫଲୋଅର୍ଶ ବୃଦ୍ଧି ହୋଇଥାଆନ୍ତି, ଏବଂ ବ୍ରାଣ୍ଡ ଡୀଲସ ମିଳିବାର ସମ୍ଭାବନା ଅଧିକ ରହିଥାଏ, ବିଶେଷ ଭାବରେ ଫେସନ, ଲାଇଫଷ୍ଟାଇଲ ଓ ଟ୍ରାଭେଲ କଣ୍ଠେଟ ପାଇଁ Instagram ବେଷ୍ଟ l

ରୋଜଗାର କେ ଦେଖିଲେ ଇୟୁଟ୍ୟୁବ ରେ ସ୍ଥିର ଓ ଦୀର୍ଘ ଅବଧି ର ବିକଳ୍ପ ରହିଥାଏ, କାହିଁକିନା ଏଠାରେ କଣ୍ଠେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖି ଥାଆନ୍ତି, ଯଦି ଆପଣଙ୍କ ନିକଟରେ ୧ଲକ୍ଷ ସ୍ବସକ୍ରାଇବର ଅଛନ୍ତି ଏବଂ ପ୍ରତ୍ୟେକ ମାସରେ ଭିୟୁଜ ଆସିଥାଏ ତେବେ ଆପଣ ପ୍ରତ୍ୟେକ ମାସରେ ୫୦ ହଜାର ରୁ ୨ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ l

କିନ୍ତୁ Instagram ୧ଲକ୍ଷ ରୁ ଉର୍ଧ୍ଵ ଫଲୋଅର୍ଶ ଥିବା କ୍ରିଏଟର ଙ୍କୁ ଗୋଟିଏ ପ୍ରମୋସନାଲ ପୋଷ୍ଟ ପାଇଁ ୫ରୁ ୫୦ ହଜାର ଟଙ୍କା ମିଳିଥାଏ, କିନ୍ତୁ ଏହି ଡୀଲସ ର ସଂଖ୍ୟା ଏବଂ ବ୍ରାଣ୍ଡ ବଜେଟ ଉପରେ ନିର୍ଭର କରିଥାଏ l

Leave A Reply