Odisha news

ବିରାଟ କୋହଲି ହେଉଛନ୍ତି କିଙ୍ଗ, ବାବର ଆଜମ ନୁହେଁ….ପାକିସ୍ତାନ ର ପରାଜୟ ପରେ ପୂର୍ବ କ୍ୟାପଟେନ ଙ୍କ ବୟାନ ଦ୍ୱାରା ହେଲା ବବାଲ

0

ଭାରତ ପାକିସ୍ତାନ ନିକଟରୁ ଚମ୍ପିଆନ୍ସ ଟ୍ରଫି ୬ ଉଇକେଟ ବିଜୟ ହାସଲ କରିଛି, ଭାରତ ନିଜର ବିଜୟ ଦ୍ୱାରା ସେମି ଫାଇନାଲ ରେ ସ୍ଥାନ ସଂରକ୍ଷିତ କରିପାରିଛି, ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚ ରେ ବିରାଟ କୋହଲି ନଟ ଆଉଟ ନହୋଇ ଶତକ କରିବାରେ ସଫଳ ହୋଇଥିଲେ l ପାକିସ୍ତାନ ର ଅନୁଭବୀ ବ୍ୟାଟ୍ସ ମ୍ୟାନ ବାବର ଆଜମ ମଧ୍ୟ ଫେଲ ହୋଇ ଯାଇଥିଲେ, ସେ ୨୬ ଟି ବଲରେ ମାତ୍ର ୨୩ ରନ କରିଥିଲେ, ମ୍ୟାଚ ପରେ ତାଙ୍କର ଖୁବ ସମାଲୋଚନା ହୋଇଥିଲା l

ଭାରତ ଓ ପାକିସ୍ତାନ ମଧ୍ୟରେ ଚମ୍ପିଆନ୍ସ ଟ୍ରଫି ମ୍ୟାଚ ପରେ ମହମଦ ହାଫିଜ , ‘ବିରାଟ ଙ୍କୁ କିଙ୍ଗ କହିଥିବା ବେଳେ ବାବର ଅଜମ ଙ୍କୁ ସମାଲୋଚନା କରିଛନ୍ତି, ଏହାଛଡା ହାଫିଜ ବାବର ଙ୍କର ପ୍ରଶଂସା କରୁଥିବା ମିଡ଼ିଆ ଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି l ଏବଂ ବାବର ଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଖୁବ ପ୍ରଚାରିତ କରାଯାଇଥିଲା l ଯାହାକୁ ସେ କଡା ଭାବରେ ନିନ୍ଦା କରିଛନ୍ତି l ଏବଂ କହିଛନ୍ତି ଯେ କୋହଲି ଙ୍କୁ କିଙ୍ଗ ର ମାନ୍ୟତା ନିହାତି ମିଳିବ ଜରୁରୀ l

ହାଫିଜ କହିଛନ୍ତି ଯଦି ପାକିସ୍ତାନ ର କୌଣସି ଖେଳାଳି ଭାରତ ବିରୁଦ୍ଧରେ ଭଲ ଖେଳୁଛି ତେବେ ସେ ଷ୍ଟାର ହୋଇ ଯାଇଥାଏ, ଯେମିତିକି ସୋଏବ ମଲ୍ଲିକ ଓ ସାହିଦ ଆଫ୍ରିଦି ସେତେବେଳେ ସ୍ତର ହେଲେ ଯେତେବେଳେ ସେ ଭାରତ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥିଲେ l ଭାରତୀୟ ଖେଳାଳି ସକାରାତ୍ମକ ଭାବନା ରଖି ଥାଆନ୍ତି, ଏବଂ ତାଙ୍କ ମଧ୍ୟରେ ଏକଦା ରହିଥାଏ l  ଏବଂ ଭାରତୀୟ ଖେଳାଳି ଙ୍କ ମଧ୍ୟରେ ସର୍ବଦା ନିଜକୁ ଦେଶକୁ ବିଜୟ ଦେବାର ମାନସିକତା ରହିଥାଏ l

Leave A Reply