Odisha news

ତିନି ଷଣ୍ଢ ଉଦ୍ଧାର ଭ୍ୟାନ ସହ କଂସେଇ ଗିରଫ 

0
କାକଟପୁର  23/10  କାକଟପୁର ଥାନା ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂ କାକଟପୁର ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଜୋରସୋର ଚାଲୁଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ର ରେ ବଜାର ମଧ୍ୟରେ ଏକ ପିକପ ଭ୍ୟାନ ରେ ତିନି ଷଣ୍ଢ ଯାଉଥିବା ବେଳେ ଥାନା ଏସ ଆଇ ପ୍ରମୋଦ କୁମାର ସେଠୀ ଭ୍ୟାନ କୁ ଜବତ କରିବା ସହ ତିନି ଷଣ୍ଢ କୁ ଉଦ୍ଧାର କରି କଂସେଇ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ପିକପ ଭ୍ୟାନ ନଂ ODO2BT7372 ଓ କଂସେଇ ଜଣକ ହେଉଛନ୍ତି ରସୁଲପୁର ଗ୍ରାମର ଅବଦୁଲ ମୋଜ l ଏ ସଂକ୍ରାନ୍ତରେ କେଶ ନଂ 207/24 ରେ ଏକ ମୋକଦମା କାକଟପୁର ଥାନା ରେ ରୁଜୁ କରାଯାଇଥିବା ଥାନା ଆଇ ଆଇ ସି ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି l
Leave A Reply