ଗତବର୍ଷ ଶୁଭାରମ୍ଭ ହୋଇଥିବା ଜିଓଭାରତ ୪ଜି ଫୋନ୍ ସେହି ଦିଗରେ ଆଉ ଏକ ପଦକ୍ଷେପ । ଏହା ଅଭିନବତା ଓ ନବସୃଜନକୁ କେନ୍ଦ୍ରରେ ରଖି ଅର୍ଥପୂର୍ଣ୍ଣ ବାସ୍ତବ ଜୀବନ ବ୍ୟବହାର ସମୂହ ସହିତ ଉପଭୋକ୍ତାଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ବାସ୍ତବ ମୂଲ୍ୟଯୁକ୍ତ ସେବା ପ୍ରଦାନ ଉପରେ ଜିଓର ଧ୍ୟାନ କେନ୍ଦ୍ରିତ କରୁଛି।